ହାତୀ ଆକ୍ରମଣରେ ଗୁଡବେପାରୀ ମୃତ
ଢେଙ୍କାନାଳ: ହିନେ୍ଦାଳ ବନଖଣ୍ଡର ବଂପା ଗ୍ରାମପଂଚାୟତ ଅନ୍ତର୍ଗତ ପଟ୍ଟାଳ ଗ୍ରାମ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଥିବାର ଖବର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଓଡାପଡା ବ୍ଲକ୍ କୋତମ ଗ୍ରାମର ମାୟାଧର ସ୍ୱାଇଁ (୬୦) ସବୁଦିନ ପରି ଗତକାଲି ରାତିରେ ନିଜ ଗୁଡବେପାର!-->…