ବୀମା ଟଙ୍କା ପାଇଁ ସ୍ୱାମୀଙ୍କୁ ଜୀବନ୍ତ ପୋଡି ମାରିଲେ ମହିଳା
କୋଏମ୍ବାଟୁର : ତାମିଲନାଡୁର ଜଣେ ମହିଳା ତାଙ୍କ ସ୍ବାମୀଙ୍କର ୩.୫ କୋଟି ବୀମା ଟଙ୍କା ପାଇବା ପାଇଁ ସ୍ୱାମୀଙ୍କୁ ଜୀଅଁନ୍ତା ପୋଡି ମାରି ହତ୍ୟା କରିଥିବା ଜଣାପଡିଛି।
ଏକ ଅଭାବନୀୟ ଘଟଣା କ୍ରମରେ ତାମିଲନାଡୁର ଜଣେ ୫୭ ବର୍ଷ ବୟସ୍କା ମହିଳା ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ମିଶି ନିଜର ୬୨!-->!-->!-->…