୧୦ ଜିଲ୍ଲାରେ ରାତ୍ରି କର୍ଫ୍ୟୁ
ଭୁବନେଶ୍ୱର: ସୀମାନ୍ତ ସଲଗ୍ନ ଜିଲ୍ଲା ଗୁଡିକରେ ଦିନକୁ ଦିନ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ୧୦ଟି ସୀମାନ୍ତ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ୫ ତାରିଖରୁ ୧୦ଟି ଜିଲ୍ଲା ତଥା ସୁନ୍ଦରଗଡ, ଝାରସୁଗୁଡା,!-->…