ରାଜ୍ୟରୁ ୨୧୦ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ପୁଣି ବୃଦ୍ଧି ପାଉଛି ପୁଣି ସଂକ୍ରମଣ । ଦିନକରେ ୨୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୪ , ସ୍ଥାନୀୟ ୮୬। ମୋଟ ପଜିଟିଭ ୩,୩୯,୯୦୪ରେ ପହଞ୍ଚିଛି। ୩,୩୬,୪୮୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪୪୯ ସକ୍ରିୟ ଆକ୍ରାନ୍ତ!-->…