ଦିନକରେ ୫୩ ହଜାର ପାର୍ କରୋନା
ନୂଆଦିଲ୍ଲୀ: ଦିର୍ଘ ୫ ମାସ ପରେ ପ୍ରଥମ ଥର ପାଇଁ ମହାମାରୀ କରୋନା ସଂକ୍ରମଣ ଦିନକରେ ୫୩ ହଜାର ଅତିକ୍ରମ କରିଛି । ଆଜି ଦିନକରେ ୫୩,୪୭୬ଜଣ ସଂକ୍ରମିତ ହୋଇଛନ୍ତି । ଯାହାକି ମହାମାରୀ କରୋନାର ୨୦୨୦ ଅକ୍ଟୋବର ୨୩ ତାରିଖ ପର ଠାରୁ ଦେଶରେ ପ୍ରଥମର ଥର ଲାଗି ସର୍ବାଧିକ ବୋଲି କୁହାଯାଇଛି ।!-->…