କୁସ୍ତିବିତ୍ ଋତିକା ଫୋଗଟ୍ଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ: ଚମ୍ପିଆନ କୁସ୍ତିବିତ୍ ବବିତା ଫୋଗଟ୍ ଓ ଗୀତା ଫୋଗଟ୍ଙ୍କ ସମ୍ପର୍କୀୟ ଭଉଣୀ ଋତିକା ଫୋଗଟ୍ ଆତ୍ମହତ୍ୟା କରିଛନ୍ତି। ଗୀତା ଓ ବବିତାଙ୍କ ଭଳି ଋତିକା ଜଣେ କୁସ୍ତିବିତ୍। ତାଙ୍କ ବୟସ ୧୭ ହୋଇଥିବା ବେଳେ ସେ ଏକାଧିକ ଥର ରାଜ୍ୟସ୍ତରୀୟ ଜୁନିୟର ଓ ସବ୍ଜୁନିୟର କୁସ୍ତିରେ ଭାଗ!-->…