ପଞ୍ଚମ ଦିନ ବି ଗୃହ ଅଚଳ କଲେ

ଭୁବନେଶ୍ୱର: ଧାନକିଣାରେ ଅବବ୍ୟସ୍ଥା ଏବଂ ବିଧାୟକଙ୍କ କ୍ଷମା ଦାବି କରି ଆଜି କ୍ରମାଗତ ପଞ୍ଚମ ଦିନପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ବିଧାନସଭାକୁ ଅଚଳ କରିଦେଇଛନ୍ତି । ଫଳରେ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ୨ଥରରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବାକୁ ବାଧ୍ୟ

ଦ୍ୱିତୀୟ ଲହର ରୋକିବାକୁ ହେବ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହରୀ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଚିନ୍ତାପ୍ରକଟ କରିବା ସଙ୍ଗେ୍ ସଙ୍ଗେ ଏହାକୁ ରୋକିବାକୁ ହେବ ବୋଲି କହିଛନ୍ତି । ଆଜି ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ

ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ : ଶିକ୍ଷକ ଫେରାର୍

ମ.ରାମପୁର: କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ପାଠ ପଢାଉଥିବା ଶିକ୍ଷକ ବାରମ୍ବାର ଦୁଷ୍କର୍ମ କରିଥିବା ମ.ରାମପୁର ଥାନାରେ ଅଭିଯୋଗ ହୋଇଛି । ବର୍ତମାନ ଶିକ୍ଷକ ଫେରାର ଥିବା ଜଣାପଡିଛି । ପ୍ରାପ୍ତ ସୂଚନାମତେ ମ.ରାମପୁର ବ୍ଲକ ବେଲଗାଁ ୟୁଜିଏମଇ

୩୫ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ବ୍ରାଉନ୍ସୁଗାର ଜବତ: ୧୬ ଗିରଫ

ପୁରୀ: ସହରରେ ବେଆଇନ୍ ଭାବେ ବ୍ରାଉନ୍ ସୁଗାର ନିଶା କାରବାର ବିକ୍ରି ଭଳି ଅପରାଧକୁ ରୋକିବା ପାଇଁ ଜିଲ୍ଲା ପୋଲିସ୍ ପକ୍ଷରୁ ନିଶା କାରବାର କରୁଥିବା ଅପରାଧିଙ୍କ ବିରୋଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସହରରୁ ନିଶା କାରବାରକୁ ମୁଳପୋଛ କରିବା ପାଇଁ ଜିଲ୍ଲା ପୋଲିସ୍ ଏବେ

ଦକ୍ଷତା ବିକାଶ ପ୍ରମାଣପତ୍ର ବଂଟନ୍

ଢେଙ୍କାନାଳ: ସାଇ ଅମି୍ରତ ଏମ୍ପେ୍ଲାଇବିଲିଟି ସ୍କିଲ ଟ୍ରଷ୍ଟ ତରଫରୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୨.୦ ଆର.ପି.ଏଲ ର ଟ୍ରେନି ପ୍ରୋଗ୍ରାମର ପ୍ରମାଣ ପତ୍ର ବିତରଣ ମହୋତ୍ସବ ଢେଙ୍କାନାଳ କାକୁଡିବାଗ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସରପଞ୍ଚ

ଜିଲ୍ଲାପାଳଙ୍କ ବୋରିକିନା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

ଜଗତସିଂହପୁର : ଆଜି ବାଲିକୁଦା ବ୍ଲକର ବୋରିକିନା ଉଚ୍ଚ ବିଦ୍ୟାଳୟକୁ ସ୍ୱତନ୍ତ୍ର ମଡେଲ ଭିତିକ ଶିକ୍ଷାନୁଷ୍ଠାନରେ ପରିଣତ ପାଇଁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏକ ତନଖି ବ୍ୟୟ ମୁରୀ ଅଟକଳ କରିଛନ୍ତି । ପ୍ରାୟ ୨କୋଟି ୧୧ଲକ୍ଷ ଟଙ୍କା ବ୍ୟୟ ଅଟକଳ ଦ୍ୱାରା ୮ଗୋଟି ଶ୍ରେଣୀ ଗଅହ

ଗୁଳିମାଡରେ ୮ମୃତ

ୱାଶିଂଟନ୍ : ଆମେରିକାରେ ଆଖିବୁଜା ଗୁଳିମାଡ ଆମେରିକାର ଆଟଲାଂଟାରେ ଭୟାନକ ଗୁଳିମାଡ ହୋଇଛି । ଅଟଲାଂଟା ସ୍ଥିତ ଜର୍ଜିଆର ୩ଟିସ୍ପା ଭିତରେ ପଶି ଜଣେ ଦୁର୍ବୃତ ଏହି ଗୁଳିମାଡ କରିଥିବା ସୂଚନା ମିଳିଛି । ଏଥିରେ ୪ଜଣ ମହିଳା ସମେତ ୮ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଗୁଳିମାଡର କରଣ ଅସ୍ପଷ୍ଟ

ବିଜେପି ସାଂସଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ହିମାଚଳ ପ୍ରଦେଶର ବିଜେପି ସାଂସଦ ରାମ ସ୍ୱରୂପ ଶର୍ମାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ଦିଲ୍ଲୀର ଉତ୍ତର ଆଭେନ୍ୟୁରେ ଥିବା ତାଙ୍କ ନିବାସରେ ଆଜି ତାଙ୍କ ମୃତଦେହ ମିଳିଛି। ଦିଲ୍ଲୀ ପୁଲିସର ସୂଚନାନୁସାରେ, ତାଙ୍କର ଜଣେ କର୍ମଚାରୀଙ୍କଠାରୁ ଏକ ଫୋନ କଲ ଆସିବା ପରେ ଏହି ଘଟଣା ଜଣାପଡିଥିଲା।

ଆଗାମୀ ବିଧାନସଭା ନିର୍ବାଚନରେ ବ୍ୟବହାର ହେବ ଇଭିଏମ ସହ ଭିଭିପାଟ

ନିର୍ବାଚନ କମିଶନ ବିଧାନସଭା ନିର୍ବାଚନ ହେବାକୁ ଥିବା କେରଳ, ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ ଓ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଭୋଟ୍ ଗ୍ରହଣ କେନ୍ଦ୍ରରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ସହ ଭିଭିପାଟ୍ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା

ଏପ୍ରିଲରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ଆସନ୍ତା ଏପ୍ରିଲ ୨ତାରିଖରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଏମ୍‌.ଭେଙ୍କେୟା ନାଇଡୁ। ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଥିବା ଉତ୍କଳ ବିଶ୍ବବିଦ୍ୟାଳୟ