ରାଜ୍ୟରେ ୨୪ ଘଣ୍ଟାରେ ୮୨ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ ୨୪ ଘଣ୍ଟାରେ ଆଉ ୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ୮୨ କରୋନା ଚିହ୍ନଟ ମଧ୍ୟରୁ କ୍ବାରେଣ୍ଟାଇନ୍ରୁ ୪୮ ରହିଥିବାବେଳେ ଲୋକାଲ୍ କେସ୍ ୩୪ ରହିଛି। ମୟୂରଭଞ୍ଜ ଜିଲାରୁ ସର୍ବାଧିକ ୧୧, ଖୋର୍ଦ୍ଧା ୯, ବରଗଡ଼ ୭, ସୁନ୍ଦରଗଡ଼ ୭, ବାଲେଶ୍ବର ୬, କଟକ ୫, ବଲାଙ୍ଗିର ୪,!-->…