ଲଗାତାର ୪ର୍ଥ ଦିନ ଗୃହ ମୁଲତବି
ଭୁବନେଶ୍ୱର : ଲଗାତାର ୪ର୍ଥ ଦିନରେ ବିଧାନସଭା ଅଧିବେଶନରେ ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖାଦେଇଛି। ବିଧାନସଭାରେ ଶାସକ-ବିରୋଧୀ ମୁହାମୁହିଁ ସହ ପ୍ରବଳ ହଟ୍ଟଗୋଳ ଦେଖାଦେଇଛି। ଏହି କାରଣରୁ ଆଜି ମଧ୍ୟ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦିନ ୧୧ଟା୩୦ ଯାଏଁ ଗୃହକୁ!-->…