ଦେଶବ୍ୟାପୀ ଦୁଇଦିନିଆ ବ୍ୟାଙ୍କ୍‌ ଧର୍ମଘଟ

ନୂଆଦିଲ୍ଲୀ: ସୋମବାର ଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଦୁଇଦିନିଆ ‘ପବ୍ଲିକ୍‌ ସେକ୍ଟର୍‌ ଅଣ୍ଡର୍‌ଟେକିଙ୍ଗ୍‌’ ବ୍ୟାଙ୍କ୍‌ ଧର୍ମଘଟ କାରଣରୁ ‘ଚେକ୍‌ କ୍ଲିଅରାନ୍ସ’ ସମେତ ଅନ୍ୟାନ୍ୟ ବ୍ୟାଙ୍କ୍‌ ସେବା ପ୍ରଭାବିତ ହୋଇଛି। ଦୁଇଟି ରାଷ୍ଟ୍ରାୟତ ବ୍ୟାଙ୍କ୍‌କୁ ଘରୋଇକରଣ କରାଯିବା ପ୍ରସ୍ତାବକୁ

ବିଧାୟକ କ୍ଷମା ମାଗନ୍ତୁ : ବାଚସ୍ପତି

ଭୁବନେଶ୍ୱର: ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିବା ପ୍ରସଙ୍ଗରେ ବାଚସ୍ପତି ଶୀ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ବିଧାନସଭା ଭିତରେ ଆତ୍ମହତ୍ୟା ଉଦ୍ରମ କରିବା ବେଆଇନ୍ । ଏହି ଭୁଲ୍ ପାଇଁ ସେ କ୍ଷମା ମାଗିବାରେ ଅସୁବିଧା କେଉଁଠି ବୋଲି ବାଚସ୍ପତି

ଶିମିଳିପାଳ ଜଙ୍ଗଲରେ ନିଆଁ ଆୟତ : ଟାସ୍କ ଫୋର୍ସ

ଭୁବନେଶ୍ୱର: ନ୍ୟାସ୍ନାଲ୍ ରିମୋଟ୍ ସେନ୍ସିଂ ସେଂଟର(ଏନଆରଏସସି), ହାଇଦ୍ରାବାଦର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଶିମିଳିପାଳ ଜଙ୍ଗଲରେ ନିଆଁ ସମ୍ପୂର୍ଣ୍ଣ ହ୍ରାସ ପାଇଛି । ଏଫଏସଆଇ ଦେହରାଡୁନ୍, ସୂଚନା ଅନୁଯାୟୀ ଶନିବାର ରାଜ୍ୟର ୩୪୧ଟି ଜଙ୍ଗଲ ଅଗ୍ନି ସତର୍କ ସୂଚନା ରହିଛି । ଗତକାଲି ୭୦୧ଟି

ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସ୍ୱଛ ଭାରତ କାର୍ଯ୍ୟକ୍ରମ

କୋକସରା: କୋକସରା ବ୍ଲକ ଆମପାଣି ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଆମପାଣି ଗ୍ରାମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଆମପାଣି ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ବିନୟ ଭୂଷଣ ପ୍ରଧାନ, ଆମପାଣି ଥାନା ଅଧିକାରୀ ପୁଷ୍ପାଳି ନିଙ୍ଗି, ଆମପାଣି ସରପଞ୍ଚ

ହେନ୍ତାଳ ବନ ସୃଷ୍ଟି କରିଥିବା ବଡ଼କୋଟ ଗ୍ରାମବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପରିବେଶବିତ୍ ବିଜୟ କୁମାର କବି ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ବଡ଼କୋଟର ଗ୍ରାମବାସୀମାନେ ୧୨ ବର୍ଷ ମଧ୍ୟରେ ୨୫ ଏକର ଜମିରେ ହେନ୍ତାଳ ବନ ସୃଷ୍ଟି କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଉଦ୍ୟମ ଅନ୍ୟମାନଙ୍କୁ ବନୀକରଣ ଏବଂ ପରିବେଶ

୭୧.୪୬୦ଲିଟର ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

ଚିକିଟି: ଚିକିଟି ଅଞ୍ଚଳରେ ଦୀର୍ଘଦିନ ଧରି ନକଲି ବିଦେଶୀ ମଦ କାରବାର ହେଉଥିବା ଅଭିଯୋଗ ପରେ ଆଜି ଅବକାରୀ ଅଧୀକ୍ଷକ ରମେନ୍ଦ୍ର ନାୟକଙ୍କ ନିର୍ଦେଶ କ୍ରମେ ଏକ ଚଢ଼ାଉ କରି ନକଲି ବିଦେଶୀ ପ୍ରସ୍ତୁତିକେନ୍ଦ୍ର ଠାବ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ। ଦୀର୍ଘଦିନ ପରେ ଆଜି ଅବକାରୀ ବିଭାଗର

ନାଇରାରେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା

ଗୁଣପୁର: କିଏ ହତ୍ୟାକଲା ଜଣା ପଡୁନି। କାହିଁକି ହତ୍ୟାହେଲା ସେନେଇ ମଧ୍ୟ କିଛି ସୂଚନା ମିଳୁନି। ହତ୍ୟା ଘଟାଇଥିବା ଅପରାଧିମାନେ ସାମାନ୍ୟ ଖିଅ ମଧ୍ୟ ଘଟଣା ସ୍ଥଳରେ ଛାଡି ନାହାନ୍ତି। ପୁଲିସ ଖୋଜାଖୋଜି କରିବା ବେଳେ ରକ୍ତଛଡା ଆଉ କିଛିବି ପାଇନି। ଏମିତି ଆଶ୍ଚର୍ଯ୍ୟଜନକ ଭାବେ ପଦ୍ମପୁର ବ୍ଳକ

ଠକିନେଲେ ୬୮.୪୫ ଲକ୍ଷ

ରାଜଧାନୀରେ ସାଇବର ଠକଙ୍କ ସହିତ ଚାକିରି ଓ ଫ୍ଲାଟ୍‌ ଦେବା ଲାଗି କହି ସାଧାରଣ ଲୋକଙ୍କୁ ଗତ ସପ୍ତାହକ ମଧ୍ୟରେ ୬୮.୪୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ୫ କୋଟି ଟଙ୍କାର ଏକ ଋଣ କରାଇ ଦେବା ଲାଗି କହି ଡୁମୁଡୁମାର ସେକ୍‌ ସହିଦ ହୁସେନ୍‌ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଚିତ୍ତରଞ୍ଜନ

ଇତିହାସ ରଚିଲେ ମିତାଲି

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ୍‌ ନୂଆ ଇତିହାସ ରଚିଛନ୍ତି। ବିଶ୍ଵର ପ୍ରଥମ ମହିଳା କ୍ରିକେଟର ଭାବେ ସେ ଦିନିକିଆରେ ୭ ହଜାର ରନ୍‌ ପୂରଣ କରିଛନ୍ତି। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ମିତାଲି ଏହି

ଦେଶରେ୨୫ ହଜାର ୩୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ଭୂତାଣୁ ଲେଉଟୁଛି। ଟିକାକରଣ ସତ୍ବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର ବିଷୟ ପାଲଟିଛି। ସପ୍ତାହକ ତଳେ ଦୈନିକ ସଂକ୍ରମଣ ୧୫ ହଜାର ତଳେ ରହୁଥିବାବେଳେ ଏବେ ତାହା ୨୫ ହଜାର ଅତିକ୍ରମ କଲାଣି। ଗତ ଶନିବାର ଦେଶରେ ୨୪ ହଜାର ୮୮୨ ରୋଗୀ ଚିହ୍ନଟ