ଆକାଶଜ୍ୟୋତି ବିଦ୍ୟାଳୟର ବାର୍ଷିକ ଉତ୍ସବ
ଚମ୍ପୁଆ : ସ୍ଥାନୀୟ ଆକାଶ ଜ୍ୟୋତି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ମୁଖ୍ୟଅତିଥି ଭାବେ ସହକାରୀ ଜିଲାପାଳ ଫୁରଲାଇ ବେସ୍ରା, ସମ୍ମାନିତ ଅତିଥି ଭାବେ ମା ତାରିଣୀ ଡାକ୍ତରଖାନାର ନିର୍ଦ୍ଦେଶକ ଗଣେଶ୍ୱର ମହାନ୍ତ, ମୁଖ୍ୟବକ୍ତା ଭାବେ ସହକାରୀ!-->…