ରିମୁଳି ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ
ଚମ୍ପୁଆ : ରିମୁଳି ମହାବିଦ୍ୟାଳୟରେ ୪୧ତମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡା କର୍ଣେଶ୍ଵର ବୌଦ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରେ ମୁଖ୍ୟଅତିଥି ଭାବେ କେନ୍ଦୁଝରର ଭୂମିପୁତ୍ର ପଦ୍ମଶ୍ରୀ ମାଗୁଣୀ ଚରଣ କୁଆଁର , ଚମ୍ପୁଆ!-->…