ବଲାଙ୍ଗୀର ସହରରେ ବଢୁଛି ସ୍ଥାନୀୟ ସଂକ୍ରମଣ
ବଲାଙ୍ଗୀର: ବଲାଙ୍ଗୀରରେ ଆଜି ନୁତନ ଭାବେ ୩ଜଣ କରୋନା ଆକ୍ରାନ୍ତ ଜିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୩ଜଣଙ୍କ ମଧୟରୁ ୨ଜଣ ବଲାଙ୍ଗୀର ସହରର ହୋଇଥିବା ବେଳେ ଜଣେ ପାଟଣାଗଡ ବୋଲି ପ୍ରଶାସନ ତରଫରୁ ସୁଚନା ଦିଆ ଯାଇଛି । ଆଜି ଜିଲ୍ଲାପାଳ ପାଟଣାଗଡ ସହରର କିଛି ଅଂଞ୍ଚଳକୁ କଂଟେନମେଂଟ ଅଞ୍ଚଳ!-->…