ନିରଞ୍ଜନ ରହିବେ ପିସିସି ସଭାପତି
ଭୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ରହିବେ ବୋଲି ପୂର୍ବତନ ସାଂସଦ ତଥା ବରିଷ୍ଟ କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳ କହିଛନ୍ତି । କିଛିଦିନ ତଳେ ଗୁଜୁରାଟ କଂଗ୍ରେସର ନୂତନ କାର୍ଯ୍ୟକାରୀ ସଭାପତି ନିଯୁକ୍ତି ପରେ ଗଣମାଧ୍ୟମରେ ପିସିସି ସଭାପତି ପରିବର୍ତନକୁ ନେଇ ଚର୍ଚ୍ଚା ଧରିଥିଲା!-->…