କୋଭିଡ କେୟାର ଅବ୍ୟବସ୍ଥା
ବ୍ରହ୍ମପୁର- କୋଭିଡ କେୟାର ସେଂଟରରେ ଅବବ୍ୟସ୍ଥା ଅଭିଯୋଗ । ପିଇବା ପାଣି ମିଳୁନି କି ସଫ ମଧ୍ୟ ହେଉ ନାହିଁ । ଏନେଇ ଅଭିଯୋଗ କଲେ ଦୃବ୍ୟବହାର କରାଯାଉଛି । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ପାଲୁର ହିଲସ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟରୁ । ଏହି କୋଭିଡ କେୟାରରେ!-->…