ହାଟ ବଜାରରେ ସାମାଜିକ ଦୁରତାକୁ ଫୁ
ଚମ୍ପୁଆ: ବର୍ତମାନ ପରିସ୍ଥିତରେ କରୋନା ବେକାବୁ ହେବାସହ ସଂକ୍ରମଶ ବଢିଚାଲିଛି । ଏହାର ଦମନପାଇଁ କୌଣସି ସଠିକ ଟିକା ବାହାରି ନଥିବାରୁ ସଚେତନ ହିଁ ଏକମାତ୍ର ବିକଳ୍ପ । ଏଥିପାଇଁ ମାସ୍କ ପରିଧାନ, ସାମାଜିକ ଦୁରତା ଅବଲମ୍ବନ ସହ ବାରମ୍ବାର ହାତ ହୋଇବା ଓ ପରିଷ୍କାର ପରିଛନ୍ନ ରହିବାକୁ ପରାମର୍ଶ!-->…