ଶ୍ରାବଣ ମାସର ଜଳଲାଗି ଉପରେ ୧୪୪
ଯାଜପୁର: ପ୍ରତିବର୍ଷ ଶ୍ରାବଣ ମାସରେ କାଉଡିଆ ମାନେ ବିଭିନ୍ନ ଶୈବପୀଠ ମାନଙ୍କରେ ଜଳ ଲାଗି ପାଇଁ ବହୁଳ ମାତ୍ରାରେ ଭକ୍ତ ଯାଇଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଏହାକୁ ରାଜ୍ୟ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସମଗ୍ର ଯାଜପୁର ଜିଲ୍ଲାରେ ବୋଲବମ!-->…