କ୍ୱାରେନଂଟାଇନରେ ରହିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ- ରାଜ୍ୟ ମନ୍ତ୍ରୀ ମିଥିଳେଶ ଠାକୁରଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ଝାଡଖଣ୍ଡ ମୁଖ୍ୟନ୍ତ୍ରୀ ହେମନ୍ତ ସୋରେନ ହୋମ କ୍ୱାରେନଂଟାଇନରେ ରହିଛନ୍ତି । କାରଣ ପୂର୍ବରୁ ସେ ତାଙ୍କ ସହ ମଶିଥିଲେ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରାଂଚି ବାସ ଭବନକୁ ପ୍ରବେଶ ନିଷେଧ କରାଯାଇଛି!-->…