ତାଳଚେର ସାର କାରଖାନା ପ୍ରକଳ୍ପରୁ ବାଦପଡିଲା ଚୀନ କମ୍ପାନୀ !
ନୁଆଦିଲ୍ଲୀ: ଚାଳଚେର ସାର କାରଖାନା ଓ କୋଇଲା ବାସ୍ପିକରଣ ପ୍ରକଳ୍ପରୁ ଚୀନ କମ୍ପାନୀ ବାଦ ପଡିଥିବା ସୂଚନା ମିଳିଛି । ଗତବର୍ଷ ସେପ୍ଟେମ୍ବର ମାସରେ ଚୀନ ଊହାନ ଇଞ୍ଜିନିୟରିଙ୍ଗ୍ କମ୍ପାନୀ ଲିମିଟେଡକୁ ଦିଆଯାଥିବା ତାଳଚେର ସାର ଓ କୋଇଲା ବାଷ୍ପିକରଣ ପ୍ରକଳ୍ପ ବୈଷୟିକ କାରଣରୁ ବନ୍ଦକରାଯାଇଥିବା!-->…