ନିର୍ଦେଶକ ରାମ ଗୋପାଳ ବର୍ମାଙ୍କ ନାଁରେ ଥାନାରେ ମାମଲା
ମୁମ୍ବାଇ- ବଲିଉଡର ଜଣାଶୁଣା ଫିଲ୍ମ ନିର୍ଦେଶକ ରାମ ଗୋପାଳ ବର୍ମା ଏବେ ଚର୍ଚ୍ଚାରେ ଆସିଛନ୍ତି । ସେ ତାଙ୍କ ଆଗାମୀ ପିଲ୍ମ ମର୍ଡର ପାଇଁ ବିବାଦ ଘେରରେ ଫସିଛନ୍ତି । କୁହାଯାଇଛି ସେ ଏହି ଫିଲ୍ମ ଯାହା ଉପରେ ତିଆରି କରିଛନ୍ତି , ତାଙ୍କ ପରିବାର ଲୋକେ ଫିଲ୍ମ ବିରୋଧରେ ଅଭିଯୋଗ ଆଣିଛନ୍ତି ।!-->…