୩ ଲକ୍ଷ ଲୋକଙ୍କୁ ନାଗରିକତା ଦେବ ବ୍ରିଟେନ୍
ଲଣ୍ଡନ: ହଂକଂ ର ୩ ଲକ୍ଷ ଲୋକଙ୍କୁ ବ୍ରିଟେନ୍ ନାଗରିକତା ଦେବାପାଇଁ ବ୍ରିଟିଶ ସରକାର ବିଚାର କରୁଛନ୍ତି । ସଂସଦରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ୧୯୯୭ ମସିହାରେ ହଂକଂ ପ୍ରଶାସନିକ ଦାୟିତ୍ୱ ଚୀନ୍ ହାତରେ ଦେବା ପୂର୍ବରୁ ବ୍ରିଟେନ୍ ଚୀନ୍ ସହ ଏକ ଚୁକ୍ତି କରିଥିଲା ।!-->…