ଇଫକୋ ପାରାଦୀପ ୟୁନିଟରେ ଐତିହାସିକ ତୃତୀୟ ସଲଫୁରିକ ଏସିଡ ପ୍ଲାଣ୍ଟ ପ୍ରତିଷ୍ଠା
ପାରାଦୀପ : ସାରା ଦେଶ ଓ ରାଜ୍ୟରେ କୃଷି ଓ କୃଷକର ଉନ୍ନତିରେ ଇଫକୋର ଗୁରୁତ୍ୱପୂର୍ଣ୍ଣ ସହଯୋଗ ଓ ଭୂମିକା ରହିଆସିଛି l ଦେଶରେ ସାର ଉତ୍ପାଦନ କ୍ଷେତ୍ରରେ କେବଳ ପାରାଦୀପ ୟୁନିଟରୁ ଇଫକୋର ୧୪ ପ୍ରତିଶତ ସାର ଉତ୍ପାଦନ ହେଉଛି l ଏତଦବ୍ୟତୀତ ଏକକ ଷ୍ଟ୍ରିମ ଫସଫରିକ ଏସିଡ ଉତ୍ପାଦନ କ୍ଷେତ୍ରରେ!-->…