ନୂତନ ପଞ୍ଚାୟତ କାର୍ଯ୍ୟାଳୟ କାର୍ଯ୍ୟକାରୀ ନହେଲେ ଭୋଟ ବର୍ଜନ ଧମକ ଦେଲେ ୭ ଟି ୱାର୍ଡର ମତଦାତା
ଝରିଗାଁ : ଆଜିକୁ ୨ ବର୍ଷ ହେବ ଦ୍ଵନ୍ଦ ବିବାଦ ଗୋଷ୍ଠୀକନ୍ଦଳ ଯୋଗୁଁ କାର୍ଯ୍ୟକାରି ହୋଇପାରୁନାହିଁ ଇଚ୍ଛାପୁର ଗ୍ରାମ ପଞ୍ଚାୟତ ନୂତନ ନିର୍ମିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ। ଯାହା ଫଳରେ ୭ ଖଣ୍ଡ ୱାର୍ଡ ୧,୨,୩,୮,୯,୧୦,୧୧ ଆଦି ୱାର୍ଡ ବାସିନ୍ଦାଙ୍କ ପାଇଁ ନାହିଁ ନ ଥିବା ସମସ୍ୟା!-->!-->!-->…