ବସ ଯାତ୍ରୀଙ୍କ ପାଇଁ ଖୁସି ଖବର
ଭୁବନେଶ୍ୱର-ବସ ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତିର ଖବର । ଖୁବ ଶୀଘ୍ର ରାଜ୍ୟରେ ଘରୋଇ ବସ ଗଡିବା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ବସ୍ ମାଲିକ ସଂଘ ସହ ଆଲୋଚନା ପରେ ଆଜି କିମ୍ବା ଆନ୍ତାକାଲି ବସ ଚଳାଚଳ ହେବା ପାଇଁ ନିଷ୍ପତି ନିଆଯାଇଛି । ପ୍ରଥମେ ଡ୍ରାଇଭର ଓ!-->…