Browsing Category

ପ୍ରମୁଖ ଖବର

କଲକାତା ରେଳ ଭବନରେ ଅଗ୍ନିକାଣ୍ଡ ଘଟଣା : ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

କଲକାତା : କଲକାତାର ଷ୍ଟାଣ୍ଡ ରୋଡ ସ୍ଥିତ ରେଳ ଭବନରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ୪ଜଣ ଅଗ୍ନିଶମ କର୍ମଚାରୀ, ୨ ଜଣ ରେଳ କର୍ମଚାରୀ, ଜଣେ ଆରପିଏଫ ଯବାନ, ଜଣେ ପୁଲିସ କର୍ମଚାରୀ
Read More...

ରାଜ୍ୟରେ ୫୭ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ସୀମିତ ରହିଛି। ଦିନକରେ ଆଉ ୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୪,ସ୍ଥାନୀୟ ୨୩। ମୋଟ ପଜିଟିଭ ୩,୩୭,୮୬୦ରେ ପହଞ୍ଚିଛି। ୩,୩୫,୧୬୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୨୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
Read More...

ସଞ୍ଜନା ଗଣେଶନଙ୍କୁ ବିବାହ କରିବେ ବୁମ୍‌ରା

ନୂଆଦିଲ୍ଲୀ: ବିଶ୍ଵର ସର୍ବଶ୍ରେଷ୍ଠ ଦ୍ରୁତ ବୋଲର ଜଶପ୍ରୀତ୍‌ ବୁମ୍‌ରାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବୁମ୍‌ରାଙ୍କ ବିବାହ ସମ୍ପର୍କରେ ଖବର ପ୍ରଚାରିତ ହେବା ପ​‌ରେ ପ୍ରଶଂସକମାନଙ୍କ ମନରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ବୁମ୍‌ରାଙ୍କ ହାତ କିଏ ଧରିବେ ତାହା ଜାଣିବା
Read More...

ଶାଶୁ ଘରେ ସ୍ତ୍ରୀଙ୍କୁ ମିଳୁଥିବା ପ୍ରତ୍ୟେକ ଆଘାତ ପାଇଁ ସ୍ବାମୀ ଦାୟୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶାଶୁ ଘରେ ଜଣେ ମହିଳାଙ୍କୁ ମିଳୁଥିବା ପ୍ରତ୍ୟେକ ଆଘାତ ପାଇଁ ସ୍ବାମୀ ଦାୟୀ ରହିବେ। ସୁପ୍ରିମକୋର୍ଟ ଏକ ଘରୋଇ ହିଂସା ମାମଲାର ଶୁଣାଣି କରି ଏପରି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ସହିତ ସ୍ତ୍ରୀଙ୍କୁ ମାଡ଼ ମାରିଥିବା ଜଣେ ବ୍ୟକ୍ତିଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ
Read More...

ଦେଶରେ୧୫,୩୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଗତକିଛି ଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଟପିଥିବା ବେଳେ ଆଜି ଏଥିରେ ହ୍ରାସ ହୋଇଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୧୫,୩୮୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୨,୪୪,୭୮୬କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ
Read More...

ସିଆରପିଏଫ୍’ର ଆତଙ୍କବାଦୀ ନିରୋଧୀ ୟୁନିଟରେ ମହିଳା କମାଣ୍ଡୋ

ନୂଆଦିଲ୍ଲୀ: ଆତଙ୍କବାଦ-ନିରୋଧୀ ଅଭିଯାନ ନିମନ୍ତେ ଜାମ୍ମୁ ଓ କାଶ୍ମୀରରେ କାର୍ଯ୍ୟରତ ‘ସେଂଟ୍ରାଲ୍ ରିଜର୍ଭ ପୋଲିସ ଫୋର୍ସ’ର (ସିଆରପିଏଫ) ସବୁଠୁ ଶକ୍ତିଶାଳୀ ଆତଙ୍କବାଦୀ -ନିରୋଧୀ ୟୁନିଟ୍ ଭେରିି କୁଇକ୍ ଆକ୍ସନ୍ ଟିମ୍’ରେ (ଭେଲି କ୍ୱାଟ୍) ମହିଳା କମାଣ୍ଡୋମାନେ ଯୋଗ ଦେବେ । ତାଲିମ
Read More...

ଜଙ୍ଗଲ ନିଆଁ ରୋକିବ ଟାସ୍କଫୋର୍ସ

ଭୁବନେଶ୍ୱର: ରାଜ୍ୟରେ ଗତ ୧୫ ଦିନ ଧରି ୯୧୮ଟି ଜଙ୍ଗଲ ହୁତୁ ହୁତୁ ହୋଇ ଜଳୁଛି । ପରିସ୍ଥିତି ଏକ ପ୍ରକାର ଅସମ୍ଭାଳ ହୋଇପଡିଛି । ତେବେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି
Read More...

ମିଶନ ଶକ୍ତି ଖୁବଶୀଘ୍ର କୋଟିଏ ମହିଳାଙ୍କର ଏକ ବିରାଟ ଆନ୍ଦୋଳନରେ ପରିଣତ ହେବ : ନବୀନ

ଭୁବନେଶ୍ବର: ୨୦୦୧ ମାର୍ଚ୍ଚ ୮ ତାରିଖରେ ଲାଗିଥିବା ଗୋଟିଏ ଚାରା ଆଜି ଏକ ବିରାଟ ଗଛରେ ପରିଣତ ହୋଇଛି। ୮୦ ଲକ୍ଷ ମାଆମାନଙ୍କ ପାଇଁ ଆଶାର ବୃକ୍ଷ ହୋଇଯାଇଛି। ଏହି ଗଛର ପ୍ରତିଟି ପତ୍ରରେ ରହିଛି ଗୋଟିଏ ଗୋଟିଏ ସଫଳ କାହାଣୀ। ସେହି କାହାଣୀ ହେଉଛି ଆମର ମିଶନ ଶକ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ
Read More...

କୁଚିଣ୍ଡା ଥାନାକୁ ରାଜ୍ୟର ସର୍ବଶ୍ରେଷ୍ଠ ଥାନା ମାନ୍ୟତା

ସମ୍ବଲପୁର: ସମ୍ବଲପୁର ଜିଲାର କୁଚିଣ୍ଡା ଥାନା ଓଡ଼ିଶାର ସର୍ବଶ୍ରେଷ୍ଠ ଥାନାର ମାନ୍ୟତା ପାଇଛି। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୋମବାର କୁଚିଣ୍ଡା ଥାନାକୁ ଉତ୍କର୍ଷ ପ୍ରମାଣପତ୍ର ପ୍ରଦାନ କରାଯାଇଛି। କୁଚିଣ୍ଡା ଆଇଆଇସି କମଲ କୁମାର ପଣ୍ଡା ଉତ୍ତରାଞ୍ଚଳ ପୁଲିସ ଆଇଜି ନରସିଂହ
Read More...

ରାଜ୍ୟରେ ୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୬୦ରେ ସୀମିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୫, ସ୍ଥାନୀୟ ୨୪। ମୋଟ ପଜିଟିଭ ୩,୩୭,୮୦୩କୁ ବୃଦ୍ଧି ପାଇଛି। ୩,୩୫,୦୮୦ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୫୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
Read More...