Browsing Category

ପ୍ରମୁଖ ଖବର

ମିଶନ ଶକ୍ତି ଖୁବଶୀଘ୍ର କୋଟିଏ ମହିଳାଙ୍କର ଏକ ବିରାଟ ଆନ୍ଦୋଳନରେ ପରିଣତ ହେବ : ନବୀନ

ଭୁବନେଶ୍ବର: ୨୦୦୧ ମାର୍ଚ୍ଚ ୮ ତାରିଖରେ ଲାଗିଥିବା ଗୋଟିଏ ଚାରା ଆଜି ଏକ ବିରାଟ ଗଛରେ ପରିଣତ ହୋଇଛି। ୮୦ ଲକ୍ଷ ମାଆମାନଙ୍କ ପାଇଁ ଆଶାର ବୃକ୍ଷ ହୋଇଯାଇଛି। ଏହି ଗଛର ପ୍ରତିଟି ପତ୍ରରେ ରହିଛି ଗୋଟିଏ ଗୋଟିଏ ସଫଳ କାହାଣୀ। ସେହି କାହାଣୀ ହେଉଛି ଆମର ମିଶନ ଶକ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ
Read More...

କୁଚିଣ୍ଡା ଥାନାକୁ ରାଜ୍ୟର ସର୍ବଶ୍ରେଷ୍ଠ ଥାନା ମାନ୍ୟତା

ସମ୍ବଲପୁର: ସମ୍ବଲପୁର ଜିଲାର କୁଚିଣ୍ଡା ଥାନା ଓଡ଼ିଶାର ସର୍ବଶ୍ରେଷ୍ଠ ଥାନାର ମାନ୍ୟତା ପାଇଛି। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୋମବାର କୁଚିଣ୍ଡା ଥାନାକୁ ଉତ୍କର୍ଷ ପ୍ରମାଣପତ୍ର ପ୍ରଦାନ କରାଯାଇଛି। କୁଚିଣ୍ଡା ଆଇଆଇସି କମଲ କୁମାର ପଣ୍ଡା ଉତ୍ତରାଞ୍ଚଳ ପୁଲିସ ଆଇଜି ନରସିଂହ
Read More...

ରାଜ୍ୟରେ ୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୬୦ରେ ସୀମିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୫, ସ୍ଥାନୀୟ ୨୪। ମୋଟ ପଜିଟିଭ ୩,୩୭,୮୦୩କୁ ବୃଦ୍ଧି ପାଇଛି। ୩,୩୫,୦୮୦ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୫୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
Read More...

ଭୟାବହ ଅଗ୍ନିକାଣ୍ଡ ; ୩ ଗୁରୁତର, ସାତ ଏକର ଜମିର ଧାନ ଜଳି ନଷ୍ଟ, ୧୦ ବଖରା ପୋଡି ପାଉଁଶ

ବାଲେଶ୍ୱର : ବାଲେଶ୍ୱର ଜିଲାର ସୋର ଅଞ୍ଚଳରେ ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ ଜଣ ଗୁରୁତର ହୋଇଛନ୍ତି। ଏହାସହ ସାତ ଏକର ଜମିର ଧାନ ଜଳି ନଷ୍ଟ ହେବା ସହ ୧୦ ବଖରା ପୋଡି ପାଉଁଶ ହୋଇଥିବା ନେଇ ସୋମବାର ଖବର ମିଳିଛି।ସୂଚନା ଯୋଗ୍ୟ, ସୋର ପୌରପାଳିକା ୧୯ନମ୍ବର ୱାର୍ଡ କ୍ଷୀରକୋଣି
Read More...

ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୧୮,୫୯୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭ ୧,୧୨,୨୯,୩୯୮କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୯୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ
Read More...

ବିଜେପିରେ ଯୋଗଦେଲେ ମିଥୁନ

କୋଲକତା : ତୃଣମୂଳ କଂଗ୍ରେସର ପୂର୍ବତନ ରାଜ୍ୟସଭା ସଂସାଦ ତଥା ବର୍ଷିୟାନ୍ ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତୀ ଆଜି କୋଲକତା ସ୍ଥିତ ‘ବ୍ରିଗେଡ୍ ଗ୍ରାଉଣ୍ଡ’ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପିରେ ଯୋଗଦେଇଛନ୍ତି । ଏହି ଅବସରରେ ସମବେତ ଜନତା ‘ଭାରତ ମାତାକି ଜୟ’ ଓ ‘ଜୟ ଶ୍ରୀରାମ’
Read More...

ଆଜିଠାରୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ: ସମସ୍ତ କୋଭିଡ-୧୯ କଟକଣା ସହ ସୋମବାର ଆସନ୍ତା ୮ ତାରିଖ ସୋମବାର ଠାରୁ ସଂସଦରେ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଗଣମାଧ୍ୟମକୁ କହିଛନ୍ତି । ବାଚସ୍ପିତ କହିଛନ୍ତି ଯେ, ରାଜ୍ୟସଭା ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ
Read More...

ରାଜ୍ୟରୁ ୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୪୧ଜଣ ଓ ୨୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏନେଇ ରବିବାର ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ
Read More...

ଦେଶରେ ୨୪ ଘଣ୍ଟାରେ ୧୮,୭୧୧ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଚିନ୍ତା ବଢାଉଛି କରୋନା। ଦେଶରେ ପୁଣି ବୃଦ୍ଧି ପାଉଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୧୮,୭୧୧ ନୂଆ ମାମଲା‌ ସାମ୍ନାକୁ ଆସିଛି। ଏହା ସହ କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ୧୦୦ ଲୋକଙ୍କ ମୃତ୍ୟୁ ଘଟିଛି। ରବିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏନେଇ ସୂଚନା ଦେଇଛି।
Read More...

ଭୁବନେଶ୍ବର ଓ ରାଉରକେଲା ହେଲା ୨ ନୂତନ ଅବକାରୀ ଜିଲା

ଭୁବନେଶ୍ୱର: ରାଜ୍ୟରେ ଅବକାରୀ ବିଭାଗକୁ ଚଳଚଞ୍ଚଳ କରିବାପାଇଁ ଆଜି ରାଜ୍ୟ କ୍ୟାବିନେଟରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏନେଇ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଓଡ଼ିଶା ଅବକାରୀ ସେବା କ୍ୟାଡରର ପୁନର୍ଗଠନ ପ୍ରସ୍ତାବକୁ ରାଜ୍ୟ
Read More...