Browsing Category

ପ୍ରମୁଖ ଖବର

ଜଳୁଛି ଜଙ୍ଗଲ: ମୂଲ୍ୟବାନ ଗଛ ପୋଡ଼ି ନଷ୍ଟ

ଖଣ୍ଡଗିରି: ଗତ କିଛି ଦିନ ‌ଧରି ଚନ୍ଦକା ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣା ଜଙ୍ଗଲ ବିଭାଗର ଚିନ୍ତା ବଢ଼ାଇଛି। ମାର୍ଚ୍ଚ ଆରମ୍ଭରୁ ପ୍ରଚଣ୍ଡ ଗ୍ରୀଷ୍ମ ସହ ଅସହ୍ୟ ଗରମ ଜନସାଧାରଣଙ୍କୁ ବିବ୍ରତ କରିଛି। ଏହା ଭିତରେ ରାଜଧାନୀ ଉପକଣ୍ଠ ଅଞ୍ଚଳରେ ଥିବା ଚନ୍ଦକା ଅଭୟାରଣ୍ୟରେ ନିଆଁ ଲାଗିବା ଅବସ୍ଥାକୁ
Read More...

ଏଣିକି ହସ୍ପିଟାଲ ଅଧୀନରେ ରହିବ ଡିସପେନ୍‌ସାରୀ

ଭୁବନେଶ୍ବର: ରାଜଧାନୀରେ ଥିବା ଡିସପେନସାରୀକୁ ନେଇ ଯେଉଁ ଦ୍ବନ୍ଦ୍ବ ଥିଲା ତାହା ଦୂର ହୋଇଛି। ସିଡିଏମ୍‌ଓ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉଭୟ ଆର୍ଥିକ ଓ ନୀତି ନିର୍ଦ୍ଧାରଣ ନେଇ ସମସ୍ୟା ରହିଥିଲା। ଏଣିକି ସବୁ କ୍ଷମତା କ୍ୟାପିଟାଲ ହସ୍ପିଟାଲ ଅଧୀନରେ ରହିବ ବୋଲି ନିଷ୍ପତ୍ତ
Read More...

ରାଜ୍ୟର ସବୁ ଯୋଗ୍ୟ ଚାଷୀ ପାଇବେ ‘ପିଏମ୍‌ କିଷାନ’ ଲାଭ

ନୂଆଦିଲ୍ଲୀ: ଓଡ଼ିଶାର ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଚାଷୀ ପିଏମ କିଷାନ ସମ୍ମାନ ନିଧିର ଲାଭ ତୁରନ୍ତ ମିଳିପାରିବ ସେ ସମ୍ବନ୍ଧରେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଟ୍ବିଟ୍ କରି କହିଛନ୍ତି। ଏହାର
Read More...

ଟେଷ୍ଟ ମାନ୍ୟତାରେ ଭାରତ ୧ ନଂ

ଦୁବାଇ: ଅହମ୍ମଦାବାଦରେ ଇଂଲଣ୍ଡକୁ ୪ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ରେ ଇନିଂସ ଓ ୨୫ ରନ୍‌ରେ ହରାଇବା ପରେ ଭାରତ ଆଇସିସି ଟେଷ୍ଟ ଦଳଗତ ମାନ୍ୟତାରେ ୧ନଂ ମାନ୍ୟତା ଫେରିପାଇଛି। ୪ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌କୁ ଭାରତ ୩-୧ରେ ଜିତିବା ପରେ ଭାରତ ଏହି କୃତିତ୍ବ ହାସଲ କରିଛି। ଏହି ସିରିଜ୍‌
Read More...

ରାଜଧାନୀରେ ଦାଦାବଟି ପାଇଁ ଗଡ଼ିଲା ମୁଣ୍ଡ

ଭୁବନେଶ୍ବର: ଯୁବକଙ୍କୁ ହତ୍ୟା ପରେ ପିସିଆର୍ ଭଙ୍ଗା ଓ ଅଭିଯୁକ୍ତ ୨ ଭାଇଙ୍କୁ ମାଡ଼ ଘଟଣାରେ କମିଶନରେଟ୍‌ ପୁଲିସ ପଦକ୍ଷେପ ଗ୍ରହଣ କରିଛି। ଆଜି ସିସିଟିଭି ଆଧାରରେ ୫ଜଣଙ୍କୁ କମିଶନରେଟ୍‌ ପୁଲିସ ଗିରଫ କରିଛି। ଗତକାଲି ଭିଆଇପି ଅଞ୍ଚଳରେ ଯୁବକଙ୍କୁ ହାଣି ହତ୍ୟା କରିଥିଲେ ଦୁଇ ଭାଇ। ହତ୍ୟା
Read More...

ବିଜେପିରେ ଯୋଗ ଦେଲେ ପୂର୍ବତନ ତୃଣମୂଳ ସାଂସଦ

ନୂଆଦିଲ୍ଲୀ : ଫେବ୍ରୁଆରି ମାସରେ ରାଜ୍ୟସଭାରୁ ଇସ୍ତଫା ଦେଇଥିବା ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ଦିନେଶ ତ୍ରିବେଦୀ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀରେ ଥିବା ଦଳର ମୁଖ୍ୟାଳୟରେ ବିଜେପିର ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବିଜେପି
Read More...

ଭାରତ ୩-୧ରେ ସିରିଜ ବିଜୟୀ

ଅହମ୍ମଦାବାଦ : ଚତୁର୍ଥ ଟେଷ୍ଟରେ ଭାରତ ଇନିଂସ୍‌ ବିଜୟୀ ହୋଇଛି। ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ପରାସ୍ତ କରି ଭାରତ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୩-୧ରେ ବିଜୟୀ। ଅକ୍ଷର ପଟେଲ୍‌ ଓ ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ଚମତ୍କାର ବୋଲିଂ ବଳରେ ଭାରତ ଏହି ଚିତାକର୍ଷକ ବିଜୟ ହାସଲ
Read More...

୩ ଦିନ ଘୁଞ୍ଚିଲା ସିବିଏସ୍‌ଇ ପରୀକ୍ଷା

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ‌ଶ୍ରେଣୀ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଉଭୟ ଶ୍ରେଣୀର ବୋର୍ଡ ପରୀକ୍ଷା ମେ ପହିଲାରୁ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ୩ଦିନ ଘୁଞ୍ଚାଇ ଦିଆଯାଇଛି। ନୂଆ
Read More...

ବସ୍‌ଷ୍ଟାଣ୍ଡରେ ବସି କାନ୍ଦୁଥିଲେ ୨ ଝିଅ, ଉଦ୍ଧାର କଲେ ସ୍ଥାନୀୟ ଲୋକେ

ବାଲେଶ୍ବର: ବାଲେଶ୍ୱର ଜିଲା ସୋରର କସ୍ତୁରବା କନ୍ୟାଶ୍ରମରୁ ୨ଜଣ ଝିଅ ହଠାତ୍‌ କେଉଁଆଡ଼େ ଚାଲିଯାଇଥିଲେ। କନ୍ୟାଶ୍ରମ କର୍ତ୍ତୃପକ୍ଷ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ମିଳିନଥିଲା। ଆଜି ସ୍ଥାନୀୟ ଲୋକେ କନ୍ୟାଶ୍ରମରୁ ପଳାଇ ଆସିଥିବା ୨ଜଣ ଝିଅଙ୍କୁ ବାଲେଶ୍ବର ବସ୍‌ଷ୍ଟାଣ୍ଡ୍‌ରୁ ଉଦ୍ଧାର
Read More...

କୋଭିଡ୍‌ କଟକଣା ମଧ୍ୟରେ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଳିତ ହେବ

ଭୁବନେଶ୍ବର: ମାର୍ଚ୍ଚ ୧୧ରେ ପଡୁଛି ମହାଶିବ ରାତ୍ରୀ। ଏହି ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ପାଳନ କରାଯିବ। ଏଥର କୋଭିଡ୍‌ କଟକଣା ମଧ୍ୟରେ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଳିତ ହେବ। କୋଭିଡ୍‌ ନିୟମ ପାଳନ କରି ଭକ୍ତମାନେ ଦୀପ ଜାଳିବେ, କିନ୍ତୁ ଜାଗର ଦୀପ ଜାଳିବା ପାଇଁ
Read More...