Browsing Category

ପ୍ରମୁଖ ଖବର

୧୩ ଜିଲାରୁ ନାହାନ୍ତି ନୂଆ ପଜିଟିଭ ; ୧୭ ଜିଲାରୁ ୭୫ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ୧୦୦ରେ ସୀମିତ ରହୁଛି। ଦିନକରେ ଆଉ ୭୫ ନୂଆ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୬, ସ୍ଥାନୀୟ ୨୯। ମୋଟ ପଜିଟିଭ ୩,୩୬,୩୯୭କୁ ବୃଦ୍ଧି ପାଇଛି। ୩,୩୩,୭୦୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୩୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
Read More...

୨୦ ପର୍ଯ୍ୟନ୍ତ ବର୍ଷା ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ଓ ଘଡଘଡି ହେବାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ,
Read More...

ପାଙ୍ଗଙ୍ଗରେ ପଛକୁ ହଟିଲା ଚୀନ୍, ହଟାଇଲା ହେଲିପ୍ୟାଡ୍

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଧୀରେ ଧୀରେ ଫିଟୁଛି ବାଟ । ପାଙ୍ଗଙ୍ଗରୁ ପଛକୁ ହଟୁଛି ଚୀନ । ପାଙ୍ଗଙ୍ଗ ହ୍ରଦର ଫିଙ୍ଗର-୫ ଅଞ୍ଚଳରୁ ନିଜ ହେଲିପ୍ୟାଡ୍କୁ ଚୀନ୍ ହଟାଇଛି । ପାଙ୍ଗଙ୍ଗର ଏହି ଅଞ୍ଚଳ ଚୀନ୍ର ପିଏଲଏ ପାଇଁ ବେଶ ଗୁରୁତ୍ୱବହନ କରିଥିଲା । ଏହି
Read More...

ବଦଳିବ ସୁନ୍ଦରଗଡ଼ର ଷ୍ଟାଡିୟମର ରୂପ

ରାଉରକେଲା : ଷ୍ଟିଲ୍‌ ସିଟି ରାଉରକେଲାରେ ନିର୍ମାଣ ହେବ ଭାରତର ସର୍ବବୃହତ ହକି ଷ୍ଟାଡିୟମ୍‌। ଯାହାର ନାଁ ରଖାଯାଇଛି ବିର୍ସାମୁଣ୍ଡା ହକି ଷ୍ଟାଡିୟମ। ବିପିୟୁଟି ପରିସରରେ ହେବାକୁ ଥିବା ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଦୁଇ ବର୍ଷ ଭିତରେ ସରିବ। ଯେଉଁଥିରେ ୨୦,୦୦୦ ଦର୍ଶକ ବସିବାର
Read More...

ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା

ପୁରୀ : ଚନ୍ଦ୍ରଭାଗାରେ ଜାରି ହେଲା ୧୪୪ ଧାରା। ମାଘମେଳାରେ ଜନ ସମାଗମରୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୧୧ ଘଟିକାଠାରୁ ୧୯ ତାରିଖ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ। ଏହି ସମୟ ମଧ୍ୟରେ
Read More...

ବ୍ରୁନେଇ ସୁଲତାନଙ୍କ ସଉକ୍: ୭ ହଜାର ବିଳାସପୂର୍ଣ୍ଣ କାର୍‌, ସୁନାର ପ୍ରାସାଦ ଓ ବିମାନ

ବନ୍ଦର ସେରି ବେଗୱାନ: ବିଶ୍ବର ବହୁ ରାଷ୍ଟ୍ରରେ ରାଜାଶାସନର ଅନ୍ତ ଘଟିଥିଲେ ମଧ୍ୟ ଦକ୍ଷିଣ-ପଶ୍ଚିମ ଏସୀୟ ରାଷ୍ଟ୍ର ବ୍ରୁନେଇ‌େର ଏହା ବଳବତ୍ତର ରହିଛି। ଏହି ଦେଶର ଶାସକ ହେଉଛନ୍ତି ସୁଲତାନ ହାସନଲ ବୋଲ୍‌କିୟା। ସେ ବିଶ୍ବର ଅନ୍ୟତମ ବିତ୍ତଶାଳୀ ଶାସକ ଭାବେ ପରିଚିତ। ୧୯୮୦ରେ ସେ ବିଶ୍ବର
Read More...

ସାରଥିଙ୍କୁ ପ୍ରବଚନ ଦେବାକୁ ଅନୁମତି ଦେଲେ ହାଇକୋର୍ଟ

ଭୁବନେଶ୍ୱର: ଦୀର୍ଘ ୬ ବର୍ଷ ପରେ ଫର୍ମକୁ ଫେରିବେ ବିବାଦୀୟ ବାବା ସାରଥି । ପୁଣି ଜମିବ ଆସର। ଆସିବେ ଭକ୍ତ। ‘ଶୁଭିବ ମାନ୍ୟବର’। ଏଣିକି ପ୍ରବଚନ ଦେଇପାରିବେ ବହୁ ଚର୍ଚ୍ଚିତ ସାରଥି ଓରଫ ସନ୍ତୋଷ ରାଉଳ। ସାରଥିଙ୍କୁ ପ୍ରବଚନ ପାଇଁ  ଅନୁମତି ଦେଇଛନ୍ତି ହାଇକୋର୍ଟ। ସର୍ବାଧିକ ୨୦୦ ଲୋକଙ୍କୁ ନେଇ
Read More...

୪ ନାବାଳକଙ୍କ ଛାତିଥରା କାହାଣୀ; ଥାନାରେ ନିର୍ଘାତ ମାଡ଼ ସାଙ୍ଗକୁ ମିଳୁଛି କରେଣ୍ଟ ସକ୍‌

ମାଲକାନଗିରି : ଚୋରି ଅଭିଯୋଗରେ ରାତି ଅଧରେ ଘରୁ ଉଠାଇନେଲେ। ଏହାପରେ ଦିନରେ ଖାଇବାକୁ ଦେଉଥିବା ବେଳେ ରାତିରେ ମିଳୁଛି ନିର୍ଘାତ ମାଡ଼। ଏତିକିରେ ସରୁନି ନିର୍ଯାତନା କାହାଣୀ।  କରେଣ୍ଟ ସକ୍‌ ଦିଆଯାଉଥିବା ବେଳେ ହୋସ୍‌ ପଳାଇଲେ, ପାଣି ଢାଳି, ପିଟୁଛନ୍ତି। ଏପରି ନିର୍ଯାତନା ସହି ସହି ନାକ,
Read More...

ବଲିଉଡ଼ ଅଭିନେତା ସନ୍ଦୀପ ନାହରଙ୍କ ମୃତଦେହ ଉଦ୍ଧାର

ମୁମ୍ବଇ: ‘ଏମ୍‍ଏସ୍‍ ଧୋନୀ- ଦି ଅନ୍‍ଟୋଲ୍ଡ ଷ୍ଟୋରୀ’ ଏବଂ ‘କେସରୀ’ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡ଼ ଅଭିନେତା ସନ୍ଦୀପ ନାହରଙ୍କ ମୃତ୍ୟୁ ଘଟିଛି। ମୁମ୍ବଇର ଗୋରେଗାଓଁ ସ୍ଥିତ ତାଙ୍କ ବାସଭବନରୁ ସୋମବାର ସନ୍ଦୀପଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହା ଆତ୍ମହତ୍ୟା କି ନୁହେଁ ସେନେଇ
Read More...

ଆଜି ବସନ୍ତ ପଞ୍ଚମୀ : ଜାଣନ୍ତୁ କିଛି ବିଶେଷ କଥା

ଆଜି ସରସ୍ୱତୀ ପୂଜା। ମାଘମାସ ଶୁକ୍ଳପକ୍ଷର ପଞ୍ଚମୀ ତିଥିକୁ ବିଦ୍ୟା ଓ ବୁଦ୍ଧିର ଦେବୀ ମା’ସରସ୍ୱତୀଙ୍କ ଉପାସନା କରାଯାଏ। ଏହି ଉପାସନା ପର୍ବକୁ ବସନ୍ତ ପଞ୍ଚମୀ କୁହାଯାଏ। ଆଜିର ଦିନରେ ବିବାହ, ଗୃହ ନିର୍ମାଣ ତଥା ଅନ୍ୟାନ୍ୟ ଶୁଭକାର୍ୟ୍ୟ କରାଯାଇଥାଏ। ବିଦ୍ୟାଦାୟିନୀ ମା’ ସରସ୍ୱତୀ
Read More...