Browsing Category

ପ୍ରମୁଖ ଖବର

ଏଠି ଆତ୍ମାହୂତି କରନ୍ତୁ ନାହିଁ… ପୁଲିସ ଛାନିଆ

ଭୁବନେଶ୍ୱର : ବିଧାନସଭା ଆଗରେ ଗତକାଲି ଆତ୍ମଦାହ ଉଦ୍ୟମ ଓ ପୂର୍ବରୁ ଏଭଳି ଅନେକ ଘଟଣା ଘଟିବା ପରେ ଏହାକୁ ରୋକିବା ଏବେ କମିଶନରେଟ୍ ପୋଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଥର ଅଧିବେଶନ ସମୟରେ ସେଭଳି ଅପ୍ରୀତିକର ସ୍ଥିତି ରୋକିବାକୁ ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି । ବିଧାନସଭାକୁ
Read More...

୨୪ ଘଣ୍ଟା ମଧ୍ୟରେ ଭାରତରେ ୧୨,୮୮୧ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ୧୨,୮୮୧ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତସଂଖ୍ୟା ୧୦.୯୫ ନିୟୁତ ଟପିଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୮୮୧
Read More...

ଶାନ୍ତନୁଙ୍କୁ ଜାମିନ; ନିକିତାଙ୍କ ରାୟ ଆଜି

ମୁମ୍ବଇ: ଟୁଲକିଟ୍ ମାମଲାରେ ଅଭିଯୁକ୍ତ ପୁଣେସ୍ଥିତ ଇଞ୍ଜିନିୟର ତଥା ସାମାଜିକ କର୍ମୀ ଶାନ୍ତନୁ ମୁଲୁକଙ୍କୁ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ପୀଠ ସାମୟିକ ଜାମିନ ପ୍ରଦାନ କରିଛନ୍ତି। ଶାନ୍ତନୁଙ୍କୁ ୧୦ଦିନ ପାଇଁ ଜାମିନ ପ୍ରଦାନ କରାଯାଇଛି। ଏହି ଟୁଲକିଟ୍‌ ମାମଲାରେ ଅନ୍ୟତମ ଅଭିଯୁକ୍ତ
Read More...

ସ୍ବାଧୀନ ଭାରତରେ ପ୍ରଥମ କରି ଏହି ମହିଳାଙ୍କୁ ଦିଆଯିବ ଫାଶୀ

ଦେଶ ସ୍ବାଧୀନ ହେବା ପରଠାରୁ ଅନେକ ଅପରାଧୀଙ୍କୁ ଫାଶୀ ଦିଆଯାଇଛି। କିନ୍ତୁ ପ୍ରଥମ ଥର ଲାଗି ସ୍ବାଧୀନ ଭାରତରେ ଜଣେ ମହିଳାଙ୍କୁ ଫାଶୀ ଦିଆଯିବ। ଏହି ମହିଳା ଜଣକ ହେଉଛନ୍ତି ଉତ୍ତର ପ୍ରଦେଶର ଅମରୋହା ଜିଲାର ଶବନମ। କେବଳ ସେ ନୁହନ୍ତି, ତାଙ୍କ ପ୍ରେମିକ ସଲିମକୁ ବି ତାଙ୍କ ସହିତ ଫାଶୀ ଖୁଣ୍ଟରେ
Read More...

କଂଗ୍ରେସ ଗଢିଲା ଟିମ, ବ୍ରହ୍ମପୁର ସଭାପତି ହେଲେ ସୁଜୟ

ଵ୍ରହ୍ମପୁର: ଵ୍ରହ୍ମପୁର ମହାନଗର କଂଗ୍ରେସର ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଵ୍ରହ୍ମପୁରର ଯୁବନେତା ସୁଜୟ କୁମାର ଆଚାର୍ୟ୍ୟ। ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ଘୋଷଣା କରାଯିବା ସହ ସୁଜୟଙ୍କୁ ଦାୟିତ୍ୱ ପ୍ରଦାନ
Read More...

ବର୍ଦ୍ଧିତ ଘର ଟିକସ ନେଇ କମିଶନର‌ଙ୍କ ସହ ଆଲୋଚନା

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ତରଫରୁ ସହରରେ ଘର ଟିକସ ବୃଦ୍ଧି କରାଯାଇଛି। ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ବର୍ଦ୍ଧିତ ଘର ଟିକସ ପ୍ରସଙ୍ଗରେ ବୁଧବାର ବିଏମ୍‌ସି କମିଶନର୍‌ ଡ.ସିଦ୍ଧେଶ୍ବର ବଳିରାମ ବୋନ୍ଦରଙ୍କୁ ସାକ୍ଷାତ କରିଛନ୍ତି ସିପିଆଇ(ଏମ୍‌)ର କର୍ମକର୍ତାମାନେ।
Read More...

ଶେଷ ୨ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଅନ୍ତିମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ବୁଧବାର ଭାରତୀୟ ଦଳ ଘୋଷଣା କରିଛି। ୧୭ ସଦସ୍ୟ ବିଶିଷ୍ଟ ଟିମ୍‌ରେ କୌଣସି ବଡ଼ ଧରଣର ଅଦଳବଦଳ କରାଯାଇ ନାହିଁ। କେବଳ ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି।
Read More...

ଭୁବନେଶ୍ୱର ଲାଇଫ୍‍ ସାଇନ୍ସ ଇନଷ୍ଟିଚ୍ୟୁଟ୍‍ଠାରେ ସେଣ୍ଟର ଅଫ୍‍ ଏକ୍ସିଲେନ୍ସ ଅନ୍‍ ମେରାଇନ୍‍ ବାୟୋଟେକ୍ନୋଲୋଜି…

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅପାର ସମ୍ଭାବନାର ରାଜ୍ୟ ଓଡିଶାରେ ସମୁଦ୍ର କୂଳ ତଥା ପ୍ରାକୃତିକ ପରିବେଶ ସୁରକ୍ଷାର ସନ୍ତୁଳନକୁ ଆଖିରେ ରଖି ଗବେଷଣା ନିମନ୍ତେ ଭୁବନେଶ୍ୱର ସ୍ଥିତ
Read More...

ବିଧାନସଭା ସୁରକ୍ଷା ଯାଞ୍ଚ କଲେ ପୁଲିସ ଡିଜି

ଭୁବନେଶ୍ୱର: ବୁଧବାର ବିଧାନସଭା ସୁରକ୍ଷା ଯାଞ୍ଚ କରିଛନ୍ତି ପୁଲିସ ଡିଜି ଅଭୟଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ। ଡିଜିପିଙ୍କ ଯାଞ୍ଚ ପରେ ପୁଲିସ କମିଶନର ଏବଂ ଡିସିପି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ।
Read More...

ନାବାଳକକୁ ନିର୍ଯାତନା ଦେଇ ଏସଆଇ ନିଲମ୍ବିତ

ରାଉରକେଲା : ୨୦୨୦ ମସିହା ଡିସେମ୍ବର ୨୬ ତାରିଖରେ ରାଉରକେଲା ଉଦିତନଗର ଥାନାରେ ଜଣେ ନାବାଳକକୁ  ନିର୍ଯାତନା ଦେବା ଘଟଣାରେ ଏସଆଇ ନିଲମ୍ବିତ।  ମୋବାଇଲ ଚୋରି ଅଭିଯୋଗରେ ଥାନାକୁ ଆଣି  ନିବାଳକକୁ ନିର୍ଯାତନା ଦେବା ଅଭିଯୋଗରେ ସବ ଇନ୍‌ସ୍ପେକ୍ଟର ମାନସ ରଞ୍ଜନ ନାୟକଙ୍କୁ ନିଲମ୍ବିତ କରିଛନ୍ତି
Read More...