ନୂଆ କୃଷି ଆଇନକୁ ବିରୋଧ; ଆଜି ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକ ଆନ୍ଦୋଳନ
ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି ଚାଷୀମାନେ ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକ ଆନ୍ଦୋଳନ କରିଛନ୍ତି। ଦେଶବ୍ୟାପୀ ବିଭିନ୍ନ ରାଜ୍ୟରୁ ଦିଲ୍ଲୀକୁ ସଂଯୋଗ ହୋଇଥିବା ରେଳ ପଥଗୁଡ଼ିକୁ ୪ ଘଣ୍ଟା ପାଇଁ ଅବରୋଧ କରାଯାଇଛି। ଗୁରୁବାର କୃଷକ ସଂଗଠନଗୁଡ଼ିକ ପକ୍ଷରୁ!-->…
Read More...
Read More...