Browsing Category

ପ୍ରମୁଖ ଖବର

ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର : ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନ। ଏହା ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ । ପୂର୍ବ ଅଧିବେଶନ ଭଳି ଏଥର ବି ସକାଳ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବ । ତେବେ ଅପରାହ୍ନ ଅଧିବେଶନ ୩ଟା ପରିବର୍ତ୍ତେ ୪ଟାରୁ ହେବ । ଏଥିସହ ଚଳିତ ଥର  ପ୍ରଶ୍ନକାଳ ରହିବ । ଆଜି ବୈଠକ
Read More...

ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର: ହଠାତ୍‍ ଅସୁସ୍ଥ୍‍ ହେବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା। ମଙ୍ଗଳବାର ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପ୍ରଥମେ ତାଙ୍କୁ ଯୋଡ଼ା ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ
Read More...

ଭାରତକୁ ବ୍ୟାପିଲା ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଭୂତାଣୁ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରେ ଦେଖାଯାଇଥିବା ନୂଆ ଭାରିଏଣ୍ଟ (ପ୍ରକାର) କରୋନା ଭୂତାଣୁ ଭାରତକୁ ସଂକ୍ରମିତ ହୋଇଛି। ଭାରତକୁ ଏହି ନୂଆ ପ୍ରକାରର ଭୂତାଣୁ ସଂକ୍ରମଣ ସମ୍ପର୍କରେ ଆଇସିଏମ୍‌ଆର ମହାନିର୍ଦେଶକ ଡାକ୍ତର ବଳରାମ ଭାର୍ଗବ ମଙ୍ଗଳବାର ସୂଚନା ଦେଇଛନ୍ତି। ଜଣେ ଭାରତୀୟ
Read More...

୧୩ ଜିଲାରୁ ନାହାନ୍ତି ନୂଆ ପଜିଟିଭ ; ୧୭ ଜିଲାରୁ ୭୫ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ୧୦୦ରେ ସୀମିତ ରହୁଛି। ଦିନକରେ ଆଉ ୭୫ ନୂଆ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୬, ସ୍ଥାନୀୟ ୨୯। ମୋଟ ପଜିଟିଭ ୩,୩୬,୩୯୭କୁ ବୃଦ୍ଧି ପାଇଛି। ୩,୩୩,୭୦୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୩୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
Read More...

୨୦ ପର୍ଯ୍ୟନ୍ତ ବର୍ଷା ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ଓ ଘଡଘଡି ହେବାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ,
Read More...

ପାଙ୍ଗଙ୍ଗରେ ପଛକୁ ହଟିଲା ଚୀନ୍, ହଟାଇଲା ହେଲିପ୍ୟାଡ୍

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଧୀରେ ଧୀରେ ଫିଟୁଛି ବାଟ । ପାଙ୍ଗଙ୍ଗରୁ ପଛକୁ ହଟୁଛି ଚୀନ । ପାଙ୍ଗଙ୍ଗ ହ୍ରଦର ଫିଙ୍ଗର-୫ ଅଞ୍ଚଳରୁ ନିଜ ହେଲିପ୍ୟାଡ୍କୁ ଚୀନ୍ ହଟାଇଛି । ପାଙ୍ଗଙ୍ଗର ଏହି ଅଞ୍ଚଳ ଚୀନ୍ର ପିଏଲଏ ପାଇଁ ବେଶ ଗୁରୁତ୍ୱବହନ କରିଥିଲା । ଏହି
Read More...

ବଦଳିବ ସୁନ୍ଦରଗଡ଼ର ଷ୍ଟାଡିୟମର ରୂପ

ରାଉରକେଲା : ଷ୍ଟିଲ୍‌ ସିଟି ରାଉରକେଲାରେ ନିର୍ମାଣ ହେବ ଭାରତର ସର୍ବବୃହତ ହକି ଷ୍ଟାଡିୟମ୍‌। ଯାହାର ନାଁ ରଖାଯାଇଛି ବିର୍ସାମୁଣ୍ଡା ହକି ଷ୍ଟାଡିୟମ। ବିପିୟୁଟି ପରିସରରେ ହେବାକୁ ଥିବା ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଦୁଇ ବର୍ଷ ଭିତରେ ସରିବ। ଯେଉଁଥିରେ ୨୦,୦୦୦ ଦର୍ଶକ ବସିବାର
Read More...

ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା

ପୁରୀ : ଚନ୍ଦ୍ରଭାଗାରେ ଜାରି ହେଲା ୧୪୪ ଧାରା। ମାଘମେଳାରେ ଜନ ସମାଗମରୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୧୧ ଘଟିକାଠାରୁ ୧୯ ତାରିଖ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ। ଏହି ସମୟ ମଧ୍ୟରେ
Read More...

ବ୍ରୁନେଇ ସୁଲତାନଙ୍କ ସଉକ୍: ୭ ହଜାର ବିଳାସପୂର୍ଣ୍ଣ କାର୍‌, ସୁନାର ପ୍ରାସାଦ ଓ ବିମାନ

ବନ୍ଦର ସେରି ବେଗୱାନ: ବିଶ୍ବର ବହୁ ରାଷ୍ଟ୍ରରେ ରାଜାଶାସନର ଅନ୍ତ ଘଟିଥିଲେ ମଧ୍ୟ ଦକ୍ଷିଣ-ପଶ୍ଚିମ ଏସୀୟ ରାଷ୍ଟ୍ର ବ୍ରୁନେଇ‌େର ଏହା ବଳବତ୍ତର ରହିଛି। ଏହି ଦେଶର ଶାସକ ହେଉଛନ୍ତି ସୁଲତାନ ହାସନଲ ବୋଲ୍‌କିୟା। ସେ ବିଶ୍ବର ଅନ୍ୟତମ ବିତ୍ତଶାଳୀ ଶାସକ ଭାବେ ପରିଚିତ। ୧୯୮୦ରେ ସେ ବିଶ୍ବର
Read More...

ସାରଥିଙ୍କୁ ପ୍ରବଚନ ଦେବାକୁ ଅନୁମତି ଦେଲେ ହାଇକୋର୍ଟ

ଭୁବନେଶ୍ୱର: ଦୀର୍ଘ ୬ ବର୍ଷ ପରେ ଫର୍ମକୁ ଫେରିବେ ବିବାଦୀୟ ବାବା ସାରଥି । ପୁଣି ଜମିବ ଆସର। ଆସିବେ ଭକ୍ତ। ‘ଶୁଭିବ ମାନ୍ୟବର’। ଏଣିକି ପ୍ରବଚନ ଦେଇପାରିବେ ବହୁ ଚର୍ଚ୍ଚିତ ସାରଥି ଓରଫ ସନ୍ତୋଷ ରାଉଳ। ସାରଥିଙ୍କୁ ପ୍ରବଚନ ପାଇଁ  ଅନୁମତି ଦେଇଛନ୍ତି ହାଇକୋର୍ଟ। ସର୍ବାଧିକ ୨୦୦ ଲୋକଙ୍କୁ ନେଇ
Read More...