ଆଜି ବସନ୍ତ ପଞ୍ଚମୀ : ଜାଣନ୍ତୁ କିଛି ବିଶେଷ କଥା
ଆଜି ସରସ୍ୱତୀ ପୂଜା। ମାଘମାସ ଶୁକ୍ଳପକ୍ଷର ପଞ୍ଚମୀ ତିଥିକୁ ବିଦ୍ୟା ଓ ବୁଦ୍ଧିର ଦେବୀ ମା’ସରସ୍ୱତୀଙ୍କ ଉପାସନା କରାଯାଏ। ଏହି ଉପାସନା ପର୍ବକୁ ବସନ୍ତ ପଞ୍ଚମୀ କୁହାଯାଏ। ଆଜିର ଦିନରେ ବିବାହ, ଗୃହ ନିର୍ମାଣ ତଥା ଅନ୍ୟାନ୍ୟ ଶୁଭକାର୍ୟ୍ୟ କରାଯାଇଥାଏ। ବିଦ୍ୟାଦାୟିନୀ ମା’ ସରସ୍ୱତୀ!-->…
Read More...
Read More...