Browsing Category

ପ୍ରମୁଖ ଖବର

ସୁଡ଼ଙ୍ଗ ଭିତରୁ ଏଯାଏଁ ମିଳିଲାଣି ୮ ମୃତଦେହ

ଡେରାଡୁନ: ଉତ୍ତରାଖଣ୍ଡର ଚମୋଲିରେ ଘଟିଥିବା ଜଳପ୍ରଳୟରେ ବର୍ତ୍ତମାନ ଯାଏଁ ୫୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ସୂଚନା ମିଳିଛି। ତପୋବନର ଏନଟିପିସି ସୁଡଙ୍ଗ ଭିତରୁ ୮ ଏବଂ ବାହାରୁ ୨ଟି ମୃତଦେହ ଉଦ୍ଧାର ହୋଇଛି। ସୁଡଙ୍ଗ ଭିତରେ ପ୍ରାୟ ୩୫ ଜଣ ଫସି ରହିଥିବା ନେଇ ଆଶଙ୍କା କରାଯାଉଛି। ଏହା
Read More...

ବନ୍ଦ ବେଳେ ଉତ୍ତେଜନା: ଅଫିସ୍‌ରେ ଭଙ୍ଗାରୁଜା କଲେ

ଭୁବନେଶ୍ୱର : ତୈଳଦର ବୃଦ୍ଧି ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ସକାଳ ୭ଟାରୁ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି। ଯଦିଓ ଶାନ୍ତିପୂର୍ଣ୍ଣ ବନ୍ଦ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ, ତଥାପି କିଛି ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି
Read More...

ପ୍ରଥମ ଥର ଲାଗି ୫୨,୦୦୦ରେ ପହଞ୍ଚିଲା ସେନ୍‌ସେକ୍ସ୍‍

ନୂଆଦିଲ୍ଲୀ: ଡିସେମ୍ବର କ୍ୱାର୍ଟର୍‌ରେ କର୍ପୋରେଟ୍‌ର ବଳିଷ୍ଠ ଉପାର୍ଜନ ତ୍ୱରିତ୍ୱ ଆର୍ଥିକ ସୁଧାରର ଆଶା ବଢ଼ାଇଥିବା ବେଳେ ସୋମବାର ଦିନ ଭାରତୀୟ ସେୟାର୍‌ ସର୍ବକାଳୀନ ରେକର୍ଡ ୫୨,୦୦୦ ମାର୍କରେ ପହଞ୍ଚିଛି। ଆଜି ସକାଳ ୯.୨୫ ସୁଦ୍ଧା ୧୫,୨୯୦.୮୫ରେ ପହଞ୍ଚିଥିବା ‘ଏନ୍‌ଏସ୍‌ଇ ନିଫ୍‌ଟି’ର ୫୦
Read More...

ଭାଗବତ ଗୀତା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ସହ ମହାକାଶକୁ ଯିବ ଉପଗ୍ରହ

ନୂଆଦିଲ୍ଲୀ : ଫେବୃଆରୀ ଶେଷ ଭାଗରେ ଭାଗବତ ଗୀତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଏବଂ ନାମ ସହିତ ମହାକାଶକୁ ଏକ ଉପଗ୍ରହ ଉତକ୍ଷେପଣ କରାଯିବ। ଭାରତର ମହାକାଶ କାର୍ଯ୍ୟକ୍ରମକୁ ନୂତନ ସ୍ବରୂପ ପ୍ରଦାନ କରିଥିବା ବିଶିଷ୍ଟ ମହାକାଶ ବିଜ୍ଞାନୀ ସତୀଶ ଧାୱନଙ୍କ ନାମରେ ଏହି ନାନୋ
Read More...

୨ଦିନ ସ୍କୁଲ ବନ୍ଦ

ଭୁବନେଶ୍ୱର: ରାଜ୍ୟର ସମସ୍ତ ବିଦ୍ୟାଳୟ ଆସନ୍ତା ୨ ଦିନ ବନ୍ଦ ରହିବ । କଂଗ୍ରେସର ଓଡିଶା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ପିଲାଙ୍କ ସୂରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି
Read More...

ମାଲକାନଗିରିରେ ୯୪ ଟଙ୍କା ଟପିଲା ପେଟ୍ରୋଲ

ଭୁବନେଶ୍ୱର: ତେଲ ଦରରେ ଲାଗିଲା ନିଆଁ । ଦୈନଦିନ ମୂଲ୍ୟ ବୃଦ୍ଧି ଯୋଗୁଁ ଉପର ମୁହାଁ ହେବାରେ ଲାଗି ପେଟ୍ରୋଲ ଏବଂ ଡିଜେଲ୍ ଦର । ଆଜି ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨୯ ପଇସା ବଢିଥିଲା ବେଳେ ଡିଜେଲର ମୁଲ୍ୟ ୩୨ ପଇସା ବଢିଛି । ଚଳିତ ମାସର ପ୍ରଥମ ସପ୍ତାହରୁ ତୈଳଦର ଯେପରି ବଢିଚାଲିଛି ଶତକ
Read More...

ଦେଶର ପ୍ରଥମ ସିଏନ୍ଜି ଟ୍ରାକ୍ଟର ଶୁଭାରମ୍ଭ

ଭୁବନେଶ୍ୱର : ଦେଶର ପ୍ରଥମ ସିଏନ୍ଜି ଟ୍ରାକ୍ଟର ଶୁଭାରମ୍ଭ ହେବା ଫଳରେ ଚାଷୀମାନେ ନିଜ ଆୟକୁ ବୃଦ୍ଧି କରିବା ସହ ଗ୍ରାମାଂଚଳରେ ରୋଜଗାର ମଧ୍ୟ ବଢିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି କ୍ରମେ ଲକ୍ଷ୍ୟ ରଖାଯାଇଥିବା ଦେଶରେ ପ୍ରଦୂଷଣର ମାତ୍ରାକୁ ହ୍ରାସ କରାଯାଇପାରିବ ବୋଲି
Read More...

୧୯ ଜିଲାରୁ ୭୩ ନୂଆ ସଂକ୍ରମିିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୩ ନୂଆ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୧୭୪ରେ ପହଞ୍ଚିଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଳିଥିବା ସୂଚନା ମୁତାବକ, ୧୯ଟି ଜିଲାରୁ ମୋଟ୍‍ ୭୩ ଜଣ ସଂକ୍ରମିିତ ଚିହ୍ନଟ
Read More...

ଟିକାକରଣ ପରେ ଦେଶରେ ୨୭ ଜଣଙ୍କ ମୃତ୍ୟୁ, ୨୧ ସୁସ୍ଥ

ଦେଶରେ ଆଜି ସକାଳ ସୁଦ୍ଧା ୮୨ ଲକ୍ଷ ୬୩ ହଜାର ୮୫୮ ଜଣ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ କୋଭିଡ ଟିକାକରଣ କରାଯାଇଥିବା ବେଳେ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୭୦ ପ୍ରତିଶତ ଟିକାକରଣ ହୋଇଥିବା ଜଣାପଡିଛି। ଇତି ମଧ୍ୟରେ କୋଭିଡ ଟିକା ଦିଆଯିବା ପରେ ପାର୍ଶ୍ୱ
Read More...

ଏଣିକି ପ୍ରଥମ ଶ୍ରେଣୀରୁ ଇଂରାଜୀ ପାଠପଢ଼ା

ଭୁବନେଶ୍ବର : ରାଜ୍ୟର ସରକାରୀ ସ୍କୁଲ ଗୁଡ଼ିକରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ପାଠପଢ଼ା ନେଇ ପଦକ୍ଷେପ ନିଆଯାଉଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ପିଲାଙ୍କ ମଧ୍ୟରେ ଇଂରାଜୀ କଥୋପକଥନ ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି
Read More...