Browsing Category

ପ୍ରମୁଖ ଖବର

୧୯ ଜିଲାରୁ ୭୩ ନୂଆ ସଂକ୍ରମିିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୩ ନୂଆ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୧୭୪ରେ ପହଞ୍ଚିଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଳିଥିବା ସୂଚନା ମୁତାବକ, ୧୯ଟି ଜିଲାରୁ ମୋଟ୍‍ ୭୩ ଜଣ ସଂକ୍ରମିିତ ଚିହ୍ନଟ
Read More...

ଟିକାକରଣ ପରେ ଦେଶରେ ୨୭ ଜଣଙ୍କ ମୃତ୍ୟୁ, ୨୧ ସୁସ୍ଥ

ଦେଶରେ ଆଜି ସକାଳ ସୁଦ୍ଧା ୮୨ ଲକ୍ଷ ୬୩ ହଜାର ୮୫୮ ଜଣ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ କୋଭିଡ ଟିକାକରଣ କରାଯାଇଥିବା ବେଳେ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୭୦ ପ୍ରତିଶତ ଟିକାକରଣ ହୋଇଥିବା ଜଣାପଡିଛି। ଇତି ମଧ୍ୟରେ କୋଭିଡ ଟିକା ଦିଆଯିବା ପରେ ପାର୍ଶ୍ୱ
Read More...

ଏଣିକି ପ୍ରଥମ ଶ୍ରେଣୀରୁ ଇଂରାଜୀ ପାଠପଢ଼ା

ଭୁବନେଶ୍ବର : ରାଜ୍ୟର ସରକାରୀ ସ୍କୁଲ ଗୁଡ଼ିକରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ପାଠପଢ଼ା ନେଇ ପଦକ୍ଷେପ ନିଆଯାଉଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ପିଲାଙ୍କ ମଧ୍ୟରେ ଇଂରାଜୀ କଥୋପକଥନ ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି
Read More...

ପୁଲ୍‌ଓ୍ଵାମା ଆକ୍ରମଣର ୨ୟ ବାର୍ଷିକୀରେ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପୁଲ୍‌ଓ୍ଵାମା ଆକ୍ରମଣ ଘଟଣାର ଦ୍ୱିତୀୟ ବାର୍ଷିକୀ ଅବସରରେ ସହିଦ ହୋଇଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ୍‌ ବଳର (ସିଆର୍‌ପିଏଫ୍‌) ଯବାନମାନଙ୍କ ଉଦ୍ଦେଶ୍ୟରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ ମନ୍ତ୍ରୀ ଓ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଟୁଇଟ୍‌
Read More...

ମୋଦୀଙ୍କ ଦିନିକିଆ ତାମିଲନାଡୁ ଓ କେରଳ ଗସ୍ତ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁ ଓ କେରଳକୁ ଦିନିକିଆ ଗସ୍ତରେ ଯାଉଛନ୍ତି। ସେ ଉଭୟ ରାଜ୍ୟରେ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‍ଘାଟନ କରିବେ। ଶ୍ରୀ ମୋଦୀ ୩ହଜାର ୭୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚେନ୍ନଇ ମେଟ୍ରୋ ରେଳ ପ୍ରକଳ୍ପର
Read More...

ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୩ ମୃତ, ୪ ଗୁରୁତର

କୁର୍ଣ୍ଣୁଲ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲା ସ୍ଥିତ ମଦାରପୁର ଗାଁ ନିକଟରେ ରବିବାର ଏକ ବସ୍‍ ଓ ଟ୍ରକ୍‍ ମଧ୍ୟରେ ଧକ୍କା ହେବା ଫଳରେ ୮ ମହିଳା ଓ ଜଣେ ଶିଶୁ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହିତ ୪ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସ୍ଥାନୀୟ ପୁଲିସର
Read More...

୨୯ ଦିନରେ ୮୨ ଲକ୍ଷ ୬୩ ହଜାର ୮୫୮ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ

ଦେଶରେ କୋଭିଡ୍‍ ପ୍ରତିଷେଧକ ଟିକାକରଣ ଦ୍ରୁତ ଗତିରେ ଆଗେଇ ଚାଲିଛି। ଦେଶରେ ଏପର୍ଯ୍ୟନ୍ତ ୮୨ ଲକ୍ଷ ୬୩ ହଜାର ୮୫୮ ଜଣ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ ଏହି ଟିକାକରଣ କରାଯାଇଛି। ଟିକାକରଣ ଘୋଷଣା ହେବାର ମାତ୍ର ୨୯ ଦିନ ମଧ୍ୟରେ ଏହି ୧ ଲକ୍ଷ ୬୯ ହଜାର ୨୧୫ଟି ସେସନରେ ଟିକାକରଣ
Read More...

ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଚାଷୀଙ୍କୁ ପୁଣି ମିଳିଛି କାଳିଆ ଟଙ୍କା । ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ କାଳିଆ ସହାୟତା ପ୍ରଦାନ କରିଛନ୍ତି । ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ।
Read More...

ଠିକ୍ ସମୟରେ ଜାମ୍ମୁକାଶ୍ମୀରକୁ ମିଳିବ ରାଜ୍ୟମାନ୍ୟତା : ଶାହ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ଆଜି ଲୋକସଭାରେ ପାରିତ ହୋଇଛି । ବିଲ୍ ପାରିତ ପୂର୍ବରୁ ଜମ୍ମୁ-କାଶ୍ମୀର ବିଷୟରେ ଗୃହରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ବିରୋଧୀ ମଧ୍ୟ ଅନେକ ପ୍ରଶ୍ନ ଉଠାଇଥିଲେ । ଧାରା ୩୭୦ ହଟାଇବା ପରେ ରାଜ୍ୟର ଅବସ୍ଥା ଉପରେ ପ୍ରଶ୍ନ କରାଯିବା
Read More...

ବାଣ କାରଖାନାରେ ଅଗ୍ନିକାଣ୍ଡ ; ୧୬ମୃତ

ଚେନ୍ନଇ : ତାମିଲନାଡୁର ସତ୍ତୁର ଜିଲା ଅନ୍ତର୍ଗତ ବିରୁଧୁନଗରଠାରେ ଶୁକ୍ରବାର ଏକ ଘରୋଇ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ୧୬ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ପ୍ରାୟ ୩୬ଜଣ ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି। ଆହତମାନଙ୍କୁ
Read More...