Browsing Category

ପ୍ରମୁଖ ଖବର

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଯିବେ ତାମିଲନାଡୁ ଓ କେରଳ ଗସ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ତାମିଲନାଡୁ ଓ କେରଳ ଗସ୍ତ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଚେନ୍ନାଇଠାରେ ଅର୍ଜୁନ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଏମକେ-୧ଏକୁ ସେନାକୁ ହସ୍ତାନ୍ତର କରିବେ। ଅପରାହ୍ନ
Read More...

୨୮ ଦିନରେ ୭୯ ଲକ୍ଷ ଟପିଲା ଦେଶରେ କୋଭିଡ ଟିକାକରଣ

ଦେଶରେ କୋଭିଡ୍‍ ପ୍ରତିଷେଧକ ଟିକାକରଣ ଦ୍ରୁତ ଗତିରେ ଆଗେଇ ଚାଲିଛି। ଦେଶରେ ଏପର୍ଯ୍ୟନ୍ତ ୭୯ ଲକ୍ଷ ୬୭ ହଜାର ୬୪୭ ଜଣ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ ଏହି ଟିକାକରଣ କରାଯାଇଛି। ଟିକାକରଣ ଘୋଷଣା ହେବାର ମାତ୍ର ୨୮ ଦିନ ମଧ୍ୟରେ ଏହି ଟିକାକରଣ କରାଯାଇଛି। ଗତକାଲି ଠାରୁ ଆଜି ସକାଳ
Read More...

ମାର୍ଚ୍ଚ ୮ ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ

ନୂଆଦିଲ୍ଲୀ : ରାଜ୍ୟସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଶେଷ ହୋଇଛି। ଶୁକ୍ରବାର ରାଜ୍ୟସଭାକୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଦୁଇ ସପ୍ତାହ ଧରି ଚାଲିଥିବା ପ୍ରଥମ ପର୍ଯ୍ୟାୟ ଅଧିବେଶନ ୯୯ ପ୍ରତିଶତ ସଫଳ ରହିଥିବା ଅଧ୍ୟକ୍ଷ ଭେଙ୍କୟା ନାଇଡୁ କହିଛନ୍ତି। ଲୋକସଭାର
Read More...

ଡୋଭାଲଙ୍କ ଅଫିସ ଉପରେ ଆତଙ୍କବାଦୀଙ୍କ ଆଖି, ମିଳିଲା ଭିଡିଓ

ନୂଆଦିଲ୍ଲୀ: ସୁରକ୍ଷିତ ନୁହେଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଫିସ। ତାଙ୍କ କାର୍ଯ୍ୟାଳୟ ଉପରେ ଏବେ ଆତଙ୍କବାଦୀଙ୍କ ଆଖି ପଡିଛି । ଅଫିସ ଭିତରେ ପସି ରେକି କରି ଭିଡିଓ ଉତ୍ତୋଳନ କରିଛନ୍ତି ଆତଙ୍କବାଦୀ। ଜୈଶ ଆତଙ୍କବାଦୀ ହିଦାୟତ-ଉଲ୍ଲାହ ମଲିକ ନିକଟରୁ ଡୋଭାଲଙ୍କ ଅଫିସର
Read More...

ପାରିବାରିକ ପେନ୍‍ସନ୍‍ ଅର୍ଥରାଶି ସର୍ବାଧିକ ୧ ଲକ୍ଷ ୨୫ ହଜାର ଟଙ୍କାକୁ ବୃଦ୍ଧି

କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍‍ସନ୍‍ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ପାରିବାରିକ ପେନ୍‍ସନ୍‍ ଅର୍ଥରାଶିକୁ ସର୍ବାଧିକ ୧ ଲକ୍ଷ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୪୫ ହଜାର ଟଙ୍କା ଥିଲା। ‘ଇଜ୍‍ ଅଫ୍‍ ଲିଭିଙ୍ଗ୍‍’ ଯୋଜନାକୁ
Read More...

ଜିଏସଟି କ୍ଷତିପୂରଣ – ବିଭିନ୍ନ ରାଜ୍ୟକୁ ୬ ହଜାର କୋଟି ଟଙ୍କା ମଞ୍ଜୁର

ଅର୍ଥ ମନ୍ତ୍ରଣାଳୟ ୧୫ତମ ସାପ୍ତାହିକ ଜି.ଏସ୍‍.ଟି. କ୍ଷତିପୂରଣ କିସ୍ତି ବାବଦରେ ୬ ହଜାର କୋଟି ଟଙ୍କା ବିଭିନ୍ନ ରାଜ୍ୟକୁ ମଞ୍ଜୁର କରିଛନ୍ତି। ସେଥିମଧ୍ୟରୁ ୨୩ଟି ରାଜ୍ୟ ପାଇଁ ୫ ହଜାର ୫୧୬ କୋଟି ଟଙ୍କା ଏବଂ ଦିଲ୍ଲୀ, ଜାମ୍ମୁ-କାଶ୍ମୀର ଓ ପୁଡ଼ୁଚେରୀ କେନ୍ଦ୍ରଶାସିତ ଅଞ୍ଚଳପାଇଁ ୪୮୩ କୋଟି
Read More...

ଓଡିଶାରେ କ୍ଷମତା ଦଖଲ କରିବ ବିଜେପି : ଅମିତ ଶାହ

କୋଲକାତା: ପଶ୍ଚିମବଙ୍ଗ ପରେ ଓଡିଶାରେ ବିଜେପି କ୍ଷମତା ଦଖଲ କରିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଅମିତ୍ ଶାହା ଦୃଢକ୍ତି ପ୍ରକାଶ କରିଛନ୍ତି । ଗତକାଲି କୋଲକାତାରେ ଦଳିୟ କର୍ମୀଙ୍କୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଶାହା କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଦୁଇ ଶହରୁ ଅଧିକ
Read More...

ଶସ୍ତା ହେଲା ମଦ, ପେଟ୍ରୋଲ ଓ ଡିଜେଲ ଦର

ଗୌହାଟୀ: ମହଙ୍ଗା ମାଡ଼ରେ ସାଧାରଣ ଲୋକ ଆଉଟ ପାଉଟ ହେଉଥିବା ବେଳେ ଆସାମବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏଠାରେ ପେଟ୍ରୋଲ, ଡିଜେଲ ଓ ମଦ ଉପରେ ଲାଗୁ ହେଉଥିବା ଅତିରିକ୍ତ ଟିକସକୁ ଆଜି ରାଜ୍ୟ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ଅର୍ଥମନ୍ତ୍ରୀ ହିମନ୍ତ
Read More...

ସ୍ତ୍ରୀ ସହ ସମ୍ପର୍କ ଥିବା ସନ୍ଦେହ କରି ଯୁବକଙ୍କୁ ବୀଭତ୍ସ ହତ୍ୟା

ପଡିଆ: ମାଲକାନାଗିରି ଜିଲ୍ଲା ସୀମାନ୍ତ ପଡିଆ ବ୍ଳକ ଅନ୍ତର୍ଗତ ମାରଡିମେଟଲା ଗ୍ରାମରେ ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ ହୋଇଛି। ଏହି ଗାଁରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସହ ସମ୍ପର୍କ ଥିବା ସନ୍ଦେହ କରି ଜଣେ ଲୋକକୁ ନିର୍ମମ ଭାବେ ହତ୍ୟା କରିଛି। ସୂଚନା ମୁତାବକ ମାରଡିମେଟଲା ଗ୍ରାମର
Read More...

ଉତ୍ତରାଖଣ୍ଡ ହିମସ୍ଖଳନ: ୧୬୮ ଶ୍ରମିକଙ୍କ ପତ୍ତା ମିଳୁନି

ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାସ୍ଥିତ ତପୋବନଠାରେ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୁଡ଼ଙ୍ଗ ମଧ୍ୟରେ ୨୫ରୁ ୩୫ ଜଣ ଲୋକ ଅଟକି ରହିଥିବାର ଆଶଙ୍କା କରାଯାଉଛି। ଇତି ମଧ୍ୟରେ ୩୬ଟି ମୃତଦେହ ଉଦ୍ଧାର କରାଯାଇଛି ଓ ୧୬୮ଜଣ ଶ୍ରମିକଙ୍କର କୌଣସି ପତ୍ତା ମିଳୁନାହିଁ। ତପୋବନର ଧଉଳି ଗଙ୍ଗା
Read More...