Browsing Category

ପ୍ରମୁଖ ଖବର

ଶସ୍ତା ହେଲା ମଦ, ପେଟ୍ରୋଲ ଓ ଡିଜେଲ ଦର

ଗୌହାଟୀ: ମହଙ୍ଗା ମାଡ଼ରେ ସାଧାରଣ ଲୋକ ଆଉଟ ପାଉଟ ହେଉଥିବା ବେଳେ ଆସାମବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏଠାରେ ପେଟ୍ରୋଲ, ଡିଜେଲ ଓ ମଦ ଉପରେ ଲାଗୁ ହେଉଥିବା ଅତିରିକ୍ତ ଟିକସକୁ ଆଜି ରାଜ୍ୟ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ଅର୍ଥମନ୍ତ୍ରୀ ହିମନ୍ତ
Read More...

ସ୍ତ୍ରୀ ସହ ସମ୍ପର୍କ ଥିବା ସନ୍ଦେହ କରି ଯୁବକଙ୍କୁ ବୀଭତ୍ସ ହତ୍ୟା

ପଡିଆ: ମାଲକାନାଗିରି ଜିଲ୍ଲା ସୀମାନ୍ତ ପଡିଆ ବ୍ଳକ ଅନ୍ତର୍ଗତ ମାରଡିମେଟଲା ଗ୍ରାମରେ ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ ହୋଇଛି। ଏହି ଗାଁରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସହ ସମ୍ପର୍କ ଥିବା ସନ୍ଦେହ କରି ଜଣେ ଲୋକକୁ ନିର୍ମମ ଭାବେ ହତ୍ୟା କରିଛି। ସୂଚନା ମୁତାବକ ମାରଡିମେଟଲା ଗ୍ରାମର
Read More...

ଉତ୍ତରାଖଣ୍ଡ ହିମସ୍ଖଳନ: ୧୬୮ ଶ୍ରମିକଙ୍କ ପତ୍ତା ମିଳୁନି

ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାସ୍ଥିତ ତପୋବନଠାରେ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୁଡ଼ଙ୍ଗ ମଧ୍ୟରେ ୨୫ରୁ ୩୫ ଜଣ ଲୋକ ଅଟକି ରହିଥିବାର ଆଶଙ୍କା କରାଯାଉଛି। ଇତି ମଧ୍ୟରେ ୩୬ଟି ମୃତଦେହ ଉଦ୍ଧାର କରାଯାଇଛି ଓ ୧୬୮ଜଣ ଶ୍ରମିକଙ୍କର କୌଣସି ପତ୍ତା ମିଳୁନାହିଁ। ତପୋବନର ଧଉଳି ଗଙ୍ଗା
Read More...

ରାଜ୍ୟରେ ୬୦ରେ ସୀମିତ ପଜିଟିଭ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ଦୀର୍ଘ ଦିନପରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବନିମ୍ନ ସ୍ତରରେ ୬୦ରେ ସୀମିତ ରହିଛି। ଦିନକରେ ୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୩୫, ସ୍ଥାନୀୟ ୨୩। ମୋଟ ପଜିଟିଭ ୩,୩୬,୦୪୨ରେ ପହଞ୍ଚିଛି। ୩,୩୩,୨୮୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ
Read More...

ହ୍ରାସ ପାଉଛି ସଂକ୍ରମଣ, ଦେଶରେ କରୋନା ଆରୋଗ୍ୟ ହାର ୯୭.୩୨%କୁ ବୃଦ୍ଧି

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୩୦୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୮ ଲକ୍ଷ ୮୦ ହଜାର ୬୦୩ରେ ପହଂଚିଛି। ସେହିପରି ୧୫ ହଜାର ୮୫୮ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି ୫
Read More...

ଗଛରେ ପିଟି ହେଲା କାର୍‌

ମାଲକାନଗିରି : ଗଛରେ ପିଟି ହେଲା କାର। ଏତେ ଜୋରରେ କାର୍‌ଟି ଗଛରେ ପିଟି ହେଲା ଯେ ତା’ର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆଉ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲାରେ। ମାଥିଲି ଥାନା ଅନ୍ତର୍ଗତ ଝୁଲନିବାହାଲ ଠାରେ ଏହି ଦୁର୍ଘଟଣା ଘଟିଛି। କାରଟି
Read More...

ରେଲୱେ ଟ୍ରାକ୍‌ରୁ ମିଳିଲା ପୂର୍ବତନ ମନ୍ତ୍ରୀଙ୍କ ପୁତୁରାଙ୍କ ମୃତଦେହ

ଲକ୍ଷ୍ନୌ: ରେଲୱେ ଟ୍ରାକ୍‌ରୁ ମିଳିଲା ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କ ପୁତୁରାଙ୍କ ମୃତଦେହ। ଶୁକ୍ରବାର ସକାଳୁ ତାଙ୍କ ମୃତଦେହକୁ ପୁଲିସ ଜବତ କରିଛି। ମୃତକ ହେଲେ ଜଗଦିଶ ପ୍ରଜାପତିଙ୍କ ପୁଅ ଶୁଭମ ପ୍ରଜାପତି। ତାଙ୍କ ବୟସ ୨୨ ବର୍ଷ। ଜିଆର୍‌ପି ପୁଲିସ
Read More...

ଗୁଗୁଲ୍‍ ମାନଚିତ୍ରରେ ସ୍ୱାଭିମାନ ଅଞ୍ଚଳର ୩ ଗାଁ ଆନ୍ଧ୍ରରେ

ମାଲକାନଗିରି : କୋରାପୁଟ କୋଟିଆକୁ ନେଇ ଆନ୍ଧ୍ର ଓଡିଶା ବିବାଦ ଥମି ନ ଥିବା ବେଳେ ଏବେ ଗୁଗୁଲ ମାନଚିତ୍ରରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ତିନୋଟି ଗ୍ରାମ ଆନ୍ଧ୍ରପ୍ରଦେଶରେ ରହିଥିବା ଦର୍ଶାଯାଇଛି। ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିନ ଚାଲିଥିବା ବେଲେ
Read More...

୨ୟ ଟେଷ୍ଟ ଜିତି ପ୍ରତିଶୋଧ ଲକ୍ଷ୍ୟ​ରେ ବିରାଟ ସେନା

ଚେନ୍ନଇ : ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଭ୍ରମଣକାରୀ ଇଂଲଣ୍ଡ ଦଳ ୨୨୭ ରନ୍‌ ବ୍ୟବଧାନରେ ଭାରତକୁ ପରାସ୍ତ କରିଛି। ଅର୍ଦ୍ଧାଧିକ ପ୍ରମୁଖ ଖେଳାଳିଙ୍କ ବିନା ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳକୁ ଟେଷ୍ଟ ସିରିଜ୍‌ ହରାଇଥିବା ଭାରତ ପ୍ରମୁଖ ଖେଳାଳିଙ୍କୁ ଫେରିପାଇବା ପରେ ମଧ୍ୟ ପରାସ୍ତହେବା ଅପ୍ରତ୍ୟାଶିତ
Read More...

ରୋକଠୋକ ଶୁଣାଇଲେ ରବିଶଙ୍କର, ନ ମାନିଲେ ଦେଶରୁ ବିଦା

ଗତ କିଛି ମାସ ହେବ ବିଶ୍ୱର ପ୍ରମୁଖ ଲୋକପ୍ରିୟ ସାମାଜିକ ଗଣମାଧ୍ୟମଗୁଡିକ ଯେଉଁଭଳି ଭାରତରେ ଦ୍ଵନ୍ଦ ସୃଷ୍ଟି କରିବା ସହ ତ୍ରୁଟିପୂର୍ଣ୍ଣ ସମ୍ୱାଦ ପରିବେଷଣ କରୁଛନ୍ତି, ସେ ନେଇ କେନ୍ଦ୍ର ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗତକାଲି ରାଜ୍ୟସଭାରେ ଏହି ପ୍ରସଙ୍ଗରେ ବିବୃତ୍ତି ଦେଇ
Read More...