Browsing Category

ପ୍ରମୁଖ ଖବର

ସଡକ ଦୁର୍ଘଟଣାରେ ୩ ସ୍କୁଲ ଛାତ୍ରୀ ଆହତ

ପୁରୀ : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ତେଇଶିପୁର ନିକଟବର୍ତ୍ତୀ ପୋଟଳ ଗ୍ରାମ୍ୟ ଛକ ଠାରେ ଶୁକ୍ରବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପୋଟଳ ଗ୍ରାମ୍ୟ ଛକ ଠାରେ ଏକ ଟାଟା ଏସି ଗାଡି ସ୍କୁଲ ଛାତ୍ରୀଙ୍କୁ ଧକ୍କା ଦେଇଛି। ଏଥିରେ ୩ ଜଣ ଛାତ୍ରୀ ଆହତ ହୋଇଛନ୍ତି।  ଆହତ
Read More...

ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତିଙ୍କ ମୋଗଲ ଉଦ୍ୟାନ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ‘ଉଦ୍ୟାନୋତ୍ସବ’ର ଶୁଭାରମ୍ଭ କରିବେ। ଆସନ୍ତାକାଲିଠାରୁ ମୋଗଲ ଉଦ୍ୟାନ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲା ରହିବ। ସତର୍କତାମୂଳକ ପଦକ୍ଷେପ ଭାବରେ, ଚଳିତ ବର୍ଷ ୱାକ-ଇନ୍‍ ପ୍ରବେଶ ଉପଲବ୍ଧ ହେବ ନାହିଁ।
Read More...

ଲାଞ୍ଜିଗଡରେ ମାଓ ପୋଷ୍ଟର, ଟାରଗେଟରେ ଠିକାଦାର ଓ ରାଜନେତା

ଲାଞ୍ଜିଗଡ଼: ଦୀର୍ଘଦିନର ନିରବତା ପରେ ପୁଣି ଲାଞ୍ଜିଗଡରେ ଉପସ୍ଥିତି ଜାହିର କରିଛି ଲାଲବାହିନି। ପୁର୍ବରୁ ଲାଞ୍ଜିଗଡର ବିଭିନ୍ନ ଅଞ୍ଚଳରେ ଠିକାଦାର, କୁଜିନେତା ଓ ରାଜନେତାମାନଙ୍କୁ ପୋଷ୍ଟର ମାଧ୍ୟମରେ ଚେତାବନି ଦେଉଥିବା ବେଳେ ଆଜି ସକାଳୁ ଲାଞ୍ଜିଗଡ ଅଞ୍ଚଳରେ ପୁଣି ଏକ ମାଓ ପୋଷ୍ଟର
Read More...

କର୍ଲାପାଟରେ ୧୧ ଦିନରେ ଆଖି ବୁଜିଲେଣି ୩ ହାତୀ

କଳାହାଣ୍ଡି :  ବିପଦରେ ଗଜରାଜ। କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ୧୧ଦିନରେ  ଆଖି ବୁଜିଲେଣି ୨ ହାତୀ। ପୂର୍ବରୁ ୨ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏକ ମାଈ ହାତୀ ଆଖି ବୁଜିଛି। ଫଳରେ  ଏଡି ଅଭୟାରଣ୍ୟରେ ହାତୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ।  ଏପରିକି ଏହି
Read More...

ଈଶ୍ୱର ବେହେରାକୁ ଆଜୀବନ କାରାଦଣ୍ଡ

ବାଲେଶ୍ବର: ବହୁଚର୍ଚ୍ଚିତ ଈଶ୍ୱର ବେହେରା ମାମଲାର ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି। ପ୍ରକାଶିତ ରାୟ ଅନୁସାରେ ଈଶ୍ୱର ବେହେରାକୁ ଆଜୀବନ କାରାଦଣ୍ଡରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦଣ୍ଡିତ କରିଛନ୍ତି।  ଆଜି ବାଲେଶ୍ଵର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ହାଜର
Read More...

ମହିଳାଙ୍କ ମୁଣ୍ଡକାଟି ହତ୍ୟା କରିବା ଘଟଣା ଉପରୁ ପରଦା ହଟାଇଲା କମିସନରେଟ୍ ପୁଲିସ୍

ଭୁବନେଶ୍ବର: ରାଜଧାନୀର ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା କରିବା ଘଟଣା ଉପରୁ ପରଦା ହଟାଇବାରେ ସଫଳ ହୋଇଛି କମିସନରେଟ୍ ପୁଲିସ୍। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ ସେ କହିଛନ୍ତି ଯେ, ସ୍ବାମୀ ଶରତ ରାଉଳଙ୍କ ସହ ବିବାହ ବିଚ୍ଛେଦ ପରେ
Read More...

ପାଞ୍ଚ ମାସର ଶିଶୁକୁ ଦିଆଯିବ ୧୬କୋଟି ଟଙ୍କାର ଇନଜେକସନ

ନୂଆଦିଲ୍ଲୀ: ପାଞ୍ଚ ମାସର ଜଣେ ଶିଶୁ ମୁମ୍ବାଇ ହସ୍ପିଟାଲରେ ଜୀବନମରଣ ସହ ସଂଘର୍ଷ କରୁଛି। ଶିଶୁଟିର ଜୀବନ ବଞ୍ଚାଇବା ପାଇଁ ଦୁନିଆର ସବୁଠାରୁ ମହଙ୍ଗା ଇନଜେକସନ ଦିଆଯିବ। ତୀରା କାମତ ନାମକ ଶିଶୁକୁ ଏସଏମଏ-ଟାଇପ ୧ ରୋଗ ହୋଇଛି। ଏହି ରୋଗର ଚିକିତ୍ସା ପାଇଁ ଆମେରିକାରୁ ଆସୁଥିବା ଇନଜେକସନ
Read More...

ହଠାତ୍ ଟନେଲ ଭିତରେ ପାଣି ଭରିଯିବାରୁ ଅଟକିଲା ୩୯ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା କାର୍ଯ୍ୟ

ଡେରାଡୁନ୍: ଉତ୍ତରାଖଣ୍ଡରେ ହିମଶୈଳ ଫାଟି ପ୍ରଳୟ ରଚାଇଥିବା ହିମପ୍ରବାହର ଆଜି ପଞ୍ଚମ ଦିନର ଉଦ୍ଧାର କାର୍ଯ୍ୟରେ ସେଭଳି କିଛି ଅଗ୍ରଗତି ଜଣାପଡ଼ି ନାହିଁ। ମଙ୍ଗଳବାର ଆଉ ୬ଟି ମୃତଦେହକୁ ମିଶାଇ ମୋଟ ୩୨ଟି ଶବ ଉଦ୍ଧାର ହୋଇଥିବା ବେଳେ ତଥାପି ୧୭୫ ଜଣରୁ ଅଧିକ ନିଖୋଜ ରହିଥିବାରୁ ଆଇଟିବିପି,
Read More...

ପ୍ରମିସ ଡେ’ ର ପ୍ରତିଜ୍ଞା

ଫେବୃଆରୀ ୧୪ରେ ଭାଲେନଂଟାଇନ୍ ଡେ’ ଏହାକୁ ପ୍ରେମ ଦିବସ ଭାବେ ପାଳନ କରିବେ ପ୍ରେମୀଯୁଗଳ ହେଲେ ଏହାର ସପ୍ତାହକ ଆଗରୁ ଅବଗଣନା ଆରମ୍ଭ ହୋଇଯାଇଛି । ସପ୍ତାହ ଧରି ପ୍ରେମୀକ ପ୍ରେମରକା ମାନେ ଗୋଟିଏ ପରେ ଗୋଟିଏ ଦିନ ପାଳିବା ପରେ ଏବେ ଅପେକ୍ଷା କେତେବେଳେ ଆସିବ ଭାଲେନଂଟାଇନ୍ସ ଡେ’ । ଏହି
Read More...

ଦାନ୍ତ ପାଇଁ ଦନ୍ତାକୁ ଗୁଳି

ଦାନ୍ତ ପାଇଁ ଦନ୍ତାକୁ ଗୁଳି କରି ହତ୍ୟା। ଏପରି ଘଟଣା ଗତ ୯ ତାରିଖରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କନ୍ଧରା ଜଙ୍ଗଲ ଭେଜିଆଠାରେ ଘଟିଥିଲା। କେତେକ ଦୁବୃର୍ତ୍ତ ଦନ୍ତାକୁ ଗୁଳି କରିବା ପରେ ତା’ର ଦାନ୍ତ ନେଇଯାଇଥିବା ସୂଚନା ମିଳିଛି । ଏପରିକି ପାଟ୍ରୋଲିଂ କରୁଥିବା
Read More...