Browsing Category

ପ୍ରମୁଖ ଖବର

ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ

ନବରଙ୍ଗପୁର : ନବରଙ୍ଗପୁର ଜିଲା ଉମରକୋଟ ଅନ୍ତର୍ଗତ ସିଙ୍ଗିଶାରୀ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଗୁରୁବାର ଜଣାପଡ଼ିଛି। ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଜିଆରଏସ ହିମାଂଶୁ ବାଘଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ୮୩ ହଜାର ଟଙ୍କା ଜବତ
Read More...

ପୁଣି ବଢିଲା ବସ୍‌ ଭଡ଼ା

ରାଜ୍ୟରେ ବସ୍‌ ଭଡ଼ା ବୃଦ୍ଧି ପାଇଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେଉଥିବାରୁ ପୁଣି ଥରେ ବସ୍ ଭଡା ବୃଦ୍ଧି କରାଯାଇଛି । ସ୍ୱୟଂକ୍ରିୟ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ, ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡାରେ ୧ ପଇସା ବୃଦ୍ଧି ପାଇବା ଫଳରେ ସାଧାରଣ ବସ୍ ଭଡା
Read More...

ଦେଶରେ ନୂଆ ପଜିଟିଭ ୧୫,୨୨୩ ; ମୃତ ୧୫୧

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ଲଗାତାର ହ୍ରାସ ପାଇଛି। ଦେଶରେ ୨୪ ଘଣ୍ଟାରେ ୧୫,୨୨୩ ନୂଆ ପଜିଟିଭ ଚିହ୍ନଟ ହେବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬, ୧୦, ୮୮୩କୁ ବୃଦ୍ଧି ପାଇଛି। ସେହିପରି ଦିନକରେ ୧୯,୯୬୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ
Read More...

ଆସାମରେ ୧୦୦୦ ଡୋଜ୍ ‘କୋଭିସିଲ୍ଡ’ଟିକା ନଷ୍ଟ

ସିଲ୍ଚର୍: ଆସାମର କାଛାର ଜିଲ୍ଲାସ୍ଥିତ ସିଲ୍ଚର୍ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲରେ (ଏସ୍ଏମ୍ସିଏଚ୍) ପ୍ରାୟ ୧୦୦୦ ଡୋଜ୍ ‘କୋଭିସିଲ୍ଡ’ ଟିକା ନଷ୍ଟ ହୋଇଯାଇଛି । ‘ଏସ୍ଏମ୍ସିଏଚ୍’ର ଭ୍ୟାକ୍ସିନ୍ ଷ୍ଟୋର୍ ୟୁନିଟ୍ରେ ଏହି ଟିକା ଜମାଟ ବାନ୍ଧି ଯାଇଛି । ୧୦୦୦ ଡୋଜ୍ ଥିବା ପ୍ରାୟ ୧୦୦ ଶିଶି
Read More...

ଓଡ଼ିଶାର ଯୁବକ-ଯୁବତୀଙ୍କୁ ଲେଫ୍ଟନାଂଟ ଜେନେରାଲ ସି.ପି. ମହାନ୍ତିଙ୍କ ପରାମର୍ଶ ପ୍ରତି ଗାଁରୁ ଜଣେ ସେନାରେ ଯୋଗ…

ଭୁବନେଶ୍ୱର: ସୀମାନ୍ତରେ ଭାରତୀୟ ସେନା ବାହିନୀ ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ବୋଲି ସେନାର ଉପମୁଖ୍ୟ ଭାବେ ନିଯୁକ୍ତ ହୋଇଥିବା ପ୍ରଥମ ଓଡ଼ିଆ ଅଫିସର ଲେଫ୍ଟେନାଂଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି କହିଛନ୍ତି । ସୈନିକ ସ୍କୁଲରେ ଗଣ ମାଧ୍ୟମକୁ ସୂଚନା ଦେଇ ସେ
Read More...

ପଶ୍ଚିମବଙ୍ଗରେ କୁହୁଡି ଯୋଗୁଁ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଚାଲିଗଲା ୧୩ ଜୀବନ

ଜଲପାଇଗୁରି : ପଶ୍ଚିମବଙ୍ଗର ଜଲପାଇଗୁରି ଜିଲାର ଧୁପୁରୀ ସହରରେ ମଙ୍ଗଳବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସହ ଅନେକ ଲୋକେ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା
Read More...

ଚାଷୀଙ୍କ ଟ୍ରାକ୍ଟର ରାଲି: ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଦ୍ୱାରା ପ୍ରସ୍ତାବିତ ଟ୍ରାକ୍ଟର ରାଲି ବିରୋଧରେ ଦିଲ୍ଲୀ ପୁଲିସ୍ ପକ୍ଷରୁ କରାଯାଇଥିବା ଆବେଦନର କୌଣସି ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସିଧା ସିଧା ମନା କରିଦେଇଛନ୍ତି। ଏଥିସହ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ
Read More...

ରାଜ୍ୟରୁ ୧୫୭ ନୂଆ କରୋନା ଆକ୍ରନ୍ତ ଚିହ୍ନଟ

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୧୫୭ ନୂଆ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୩ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ସ୍ଥାନୀୟ ଅଞ୍ଚଳରୁ ୬୪ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୭୨୩ କୁ ବୃଦ୍ଧି ପାଇଛି। ରାଜ୍ୟ
Read More...

ଅସଲି ୧୬, ନକଲି ୩୦

ବ୍ରହ୍ମପୁ: ଗଞ୍ଜାମରେ ଛତୁ ଫୁଟିଲା ଭଳି ଖୋଲିଛି ପାଣି ବୋତଲ କାରଖାନା। ସେଥିରୁ ଅଧିକାଂଶ କାରଖାନାର ଲାଇସେନ୍ସ ନାହିଁ। ନୂଆ ନୂଆ ବ୍ରାଣ୍ଡ ନାଁ ଦେଇ ସେଥିରେ ମନଇଚ୍ଛା ଆଇଏସଆଇ ନମ୍ବର ପକାଇ ଗ୍ରାହକଙ୍କୁ ଭ୍ରମିତ କରାଯାଉଛି। ଏପଟେ ଟଙ୍କା ଦେଇ ଲୋକେ ଅସ୍ବାସ୍ଥ୍ୟକର ପାଣି ପିଇବାକୁ ବାଧ୍ୟ
Read More...

‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ରେ ନିଜର ଏକ ବାସଗୃହ ଲୋକମାନଙ୍କ ମନୋବଳ ବୃଦ୍ଧି କରିବ : ମୋଦୀ

ନୂଆଦିଲ୍ଲୀ : ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ’ ଅଧୀନରେ ନିଜର ଏକ ବାସଗୃହ ଲୋକମାନଙ୍କ ମନୋବଳ ବୃଦ୍ଧି କରିବ ଓ ସେମାନେ ଯେକୌଣସି ସମସ୍ୟାର ସମାଧାନ କରିପାରିବେ ବୋଲି ସେମାନଙ୍କ ମଧ୍ୟରେ ସାହସ ଆଣିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆତ୍ମନିର୍ଭର ଭାରତ ସିଧାସଳଖ
Read More...