ନୂଆ ରୂପ ନେବ ଦିଲ୍ଲୀ ରେଳଷ୍ଟେସନ
ନୂଆଦିଲ୍ଲୀ: ପ୍ରତ୍ୟହ ସାଢ଼େ ୪ଲକ୍ଷ ଯାତ୍ରୀଙ୍କ ସମାଗମ ହେଉଥିବା ଦେଶର ସର୍ବବୃହତ୍ ତଥା ଦ୍ବିତୀୟ ସର୍ବାଧିକ ଭିଡ଼ ଷ୍ଟେସନ ଭାବେ ପରିଚିତ ନୂଆଦିଲ୍ଲୀ ରେଳ ଷ୍ଟେସନ ନୂଆ ରୂପ ନେବ। ଖୁବ୍ ଶୀଘ୍ର ଏହି ନବୀକରଣ କାର୍ଯ୍ୟ ଆରମ୍ଭ ହେବ। ରେଲ୍ ଲ୍ୟାଣ୍ଡ ଡେଭେଲପମେଣ୍ଟ ଅଥରିଟି (ଆରଏଲଡିଏ) ଓ!-->…
Read More...
Read More...