Browsing Category

ପ୍ରମୁଖ ଖବର

ଦେଶ ଗଠନ ଦିଗରେ ନୂଆ ଜାତୀୟ ଶିକ୍ଷାନୀତି ଏକ ବଳିଷ୍ଠ ପଦକ୍ଷେପ – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ନୂଆ ଜାତୀୟ ଶିକ୍ଷାନୀତିରେ ଉତ୍ତମ ବ୍ୟକ୍ତିତ୍ୱ ଗଠନ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସେ କହିଛନ୍ତି, ଦେଶରେ ଉତ୍ତମ ବ୍ୟକ୍ତି ରହିଲେ ଆମେ ଏକ ଉତ୍ତମ ଦେଶ ଗଠନ କରିପାରିବା। ସେ କହିଛନ୍ତି ନୂଆ ଶିକ୍ଷାନୀତିରେ ଯୁବ ସମାଜର ବୁଝାମଣା, ନିଷ୍ପତ୍ତି ଓ
Read More...

ବିକାଶ ଆଲୋକରୁ ବଞ୍ଚିତ ଭାଲିଆଡାଳ ପଞ୍ଚାୟତର ଅସୁରଖାଲ

ଠାକୁରମୁଣ୍ଡା : ସରକାର ଆଦିବାସୀ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହାର ସୁଫଳ ଲୋକଙ୍କ ପାଖରେ ପହ‌ଞ୍ଚି ପାରୁନଥିବା ଦେଖିବାକୁ ମିଳିଛି। ସେଥିପାଇଁ ସରକାରଙ୍କ ରାଜ କୋଷରୁ ଅଜସ୍ର ଟଙ୍କା ଗ୍ରାମଞ୍ଚଳ
Read More...

ଡକାୟତି ଉଦ୍ୟମ କରି ଘର ଉପରକୁ ବୋମାମାଡ

କଟକ : କଟକ ଜିଲା ନରସିଂହପୁର ନିକଟବର୍ତ୍ତି କାନପୁର ଥାନା ଅନ୍ତର୍ଗତ ହରିପୁର ଗାଁରେ ବୋମାମାଡ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ଡ଼କାୟତି ଉଦ୍ୟମ କରି ଗୋଟିଏ ଘର ଉପରକୁ ବୋମାମାଡ ହୋଇଛି। ବୋମାମାଡରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏତଲା ପରେ ୨ ଜଣଙ୍କୁ ଅଟକ ରଖି ପୁଲିସ
Read More...

ନୂଆ ବିପଦ: ୭ ମାସରେ ୩୩ ହଜାର ଟନ୍‌ କୋଭିଡ-୧୯ ଆବର୍ଜନା

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦେଶରେ ଏକ ନୂଆ ବିପଦ ସୃଷ୍ଟି ହୋଇଛି। ଏହି ବିପଦ ଆସିଛି ବାୟୋମେଡିକାଲ ୱେଷ୍ଟ ବା ମେଡିକାଲ ଆବର୍ଜନାରୁ। ଗତ ୭ ମାସରେ ପୂରା ଦେଶରେ ୩୩ ହଜାର ଟନ୍‌ କୋଭିଡ-୧୯ ଆବର୍ଜନା ବାହାରିଛି। ସବୁଠୁ ଅଧିକ ଆବର୍ଜନା ଅକ୍ଟୋବର ମାସରେ ବାହାରିଥିଲା। ଏହି ମାସରେ
Read More...

ଭୁବନେଶ୍ୱରରେ ପହଞ୍ଚିଲା କରୋନା ଟିକା

ଭୁବନେଶ୍ୱର : କରୋନା କାଳରେ ଆସିଲା ସବୁଠାରୁ ବଡ଼ ଖୁସି ଖବର। ଓଡ଼ିଶାରେ ପହଞ୍ଚିଲା କରୋନା ଟିକା ‘କୋଭିସିଲ୍‌ଡ’। ଆଜି ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ଟିକା। ପୁଣେରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ ଜେଟ ବିମାନରେ ଆସିଲା ଟିକା। ଏଥିପାଇଁ ବ୍ୟାପକ ପ୍ରସ୍ତୁତି
Read More...

ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ : ୧୩ ବଖରା ମାଟିରେ ମିଶିଲା

ଭୁବନେଶ୍ବର : ଦୀର୍ଘବର୍ଷ ହେଲା ଶ୍ରୀଲିଙ୍ଗରାଜଙ୍କ ଜମିରେ ଘର କରି ରହି ଆସୁଥିବା ଲୋକଙ୍କୁ ଏକାମ୍ର କ୍ଷେତ୍ର ବିକାଶ ଯୋଜନା ନିମନ୍ତେ ହଟାଯାଉଛି। କେତେବେଳେ ମଠ, ମନ୍ଦିର ମାଟିରେ ମିଶୁଛି ତ ଆଉ କେତେବେଳେ ଦୋକାନ ବଜାର ଓ ବାସଗୃହ ଭାଙ୍ଗୁଛି। ଏହିକ୍ରମରେ ସୋମବାର ବିନ୍ଦୁସାଗର ନିକଟରୁ
Read More...

ଗଣଶିକ୍ଷା ମନ୍ତ୍ରୀଙ୍କ ଟିଟିଲାଗଡ଼ ଗସ୍ତ

ଟିଟିଲାଗଡ଼: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମଙ୍ଗଳବାର ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ମନ୍ତ୍ରୀ ଦାସ ଆଜି ଦିନିକିଆ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଏବଂ
Read More...

ଓୱେସୀଙ୍କ ପ୍ରବେଶରେ ମମତାଙ୍କ ଶିବିରରେ ହଇଚଇ

– ମୁସଲିମ ବହୁଳ ୧୨୫ ଆସନରେ ଭୋଟ ବିଭାଜନ ହେବା ଆଶଙ୍କା – ବଡ଼ ରାଲି ପାଇଁ ଚାଲିଛି ଓୱେସୀଙ୍କ ପ୍ରସ୍ତୁତି – ଟିଏମସିରେ ମିଶିଲେ ଏଆଇଏମଆଇଏମ କାର୍ଯ୍ୟକାରୀ ଅଧ୍ୟକ୍ଷ ମହେଶ ଶର୍ମା କଲକାତା: ପଶ୍ଚିମବଙ୍ଗରେ ୨୯୪ ବିଧାନସଭା ଆସନ ମଧ୍ୟରୁ ୧୨୫ ଆସନ ମୁସଲିମ ବହୁଳ। ଏହି
Read More...

ପୁଣେରୁ ଦେଶର ୧୩ଟି ସ୍ଥାନକୁ ଆସୁଛି କୋଭିସିଲ୍ଡ

ନୂଆଦିଲ୍ଲୀ: ସାରା ଦେଶରେ ୧୬ରୁ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ଆଜି ଦେଶର ୧୩ଟି ସ୍ଥାନରେ ପହଂଚିବ କୋଭିସିଲ୍ଡ ଟିକା । ଏହି ସମସ୍ତ ଟିକାକୁ ୮ଟି ବିମାନ ଜରିଆରେ ଦେଶର ୧୩ଟି ସ୍ଥାନକୁ ଆସୁଛି । ଏସବି ଲଜିଷ୍ଟିକ୍ସର ଏମଡି ସନ୍ଦୀପ ଭୋସଲେଙ୍କ ଅନୁଯାୟୀ ପ୍ରଥମ ବିମାନ
Read More...

ଆସୁଛି କରୋନା ଟିକା : ସନ୍ଧ୍ୟା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଖୋଲା

ଭୁବନେଶ୍ୱର; ମଙ୍ଗବାର ଅପରାହ୍ନରେ ଓଡ଼ିଶାରେ ପହଂଚିବ କରୋନା ଭ୍ୟାକ୍ସିନ କୋଭିସିଲ୍ଡ । ଏଥିନିମନ୍ତେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି କହିଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଦୀର୍ଘ ମାସ ଧରି କରୋନାରେ କଲବଲ ହେବା ପରେ ଏହି ଟିକା ଉପରେ ସମ୍ପୂର୍ଣ୍ଣ ରାଜ୍ୟବାସୀଙ୍କ ନଜର
Read More...