Browsing Category

ପ୍ରମୁଖ ଖବର

କେନ୍ଦ୍ର ସରକାର -କୃଷକ ସଂଗଠନ ମଧ୍ୟରେ ଆଉ ଏକ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ; କେନ୍ଦ୍ର ସରକାର ଏବଂ ବିଭିନ୍ନ କୃଷକ ସଂଗଠନ ମଧ୍ୟରେ ସୋମବାର ନୂଆଦିଲ୍ଲୀରେ ପରବର୍ତି ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହେବ । ଗତମାସ ୩୦ ତାରିଖରେ ଦୁଇ ପକ୍ଷଙ୍କ ମଧ୍ୟରେ ଷଷ୍ଠ  ପର୍ଯ୍ୟାୟ ଆଲୋଚନା ହୋଇଥିଲା । ତେବେ ଆଲୋଚନା ସମୟରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ
Read More...

ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ଆକ୍ରାନ୍ତଙ୍କ ସଂଖ୍ୟା ; ନୂଆ ପଜିଟିଭ ୧୮୩

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତାର ୨ ଦିନ ହେବ ରାଜ୍ୟରେ ୨୦୦ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସୀମିତ ରହୁଛି। ଆଉ ନୂଆ ୧୮୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୦୬, ସ୍ଥାନୀୟ ୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭଙ୍କ
Read More...

ରାଜଭବନରେ ଶପଥ ନେଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର

କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଡକ୍ଟର ଏସ୍ ମୁରଲୀଧର ସୋମବାର ଶପଥ ଗ୍ରହଣ କରିଛନ୍ତି ।ରାଜଭବନ ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜଷ୍ଟିସ ମୁରଲୀଧରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଉସôବରେ ଆଇନ ମନ୍ତ୍ରୀ , ବିରୋଧୀ ଦଳର ନେତା ,
Read More...

ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ

କଟକ: ପଦ୍ମଶ୍ରୀ ଡି.ପ୍ରକାଶ ରାଓ ପୁଣିଥରେ ବ୍ରେନଷ୍ଟେ୍ରାକର ଶିକାର ହୋଇଥିବା ଏସ୍ସିବି ମେଡିସିନ ବିଭାଗର ମୁଖ୍ୟ ତଥା ପ୍ରକାଶଙ୍କ  ଚିକିତ୍ସା  ପାଇଁ ଗଠିତ ବିଶେଷଜ୍ଞ ଟିମ୍ର ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି ।ସେ ନିକଟରେ କରୋନାରେ ଆକ୍ରାନ୍ତ ହୋଇ ଏସ୍ସିବିରେ ଚିକିତ୍ସିତ
Read More...

୩ଦିନ ଘନ କୁହୁଡ଼ି : ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ଆସନ୍ତା ତିନିଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତିନିଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ
Read More...

ଆଜି ବିଶ୍ୱ ବ୍ରେଲ୍‍ ଦିବସ, ଦୃଷ୍ଟିହୀନଙ୍କ ପଥପ୍ରଦର୍ଶକ ଲୁଇ ବ୍ରେଲ୍‍

୧୮୦୯ ମସିହା ଜାନୁୟାରୀ ୪ ତାରିଖ ଦିନ ଫ୍ରାନ୍ସର ରାଜଧାନୀ ପ୍ୟାରିସଠାରୁ ପ୍ରାୟ ୨୫ ମାଇଲ ଦୂରରେ କୁବ୍ରେ ନାମକ ଏକ ଗ୍ରାମରେ ଜନ୍ମଲାଭ କରିଥିଲେ ଦୃଷ୍ଟିହୀନ ସମାଜର ପଥପ୍ରଦର୍ଶକ ତଥା ବ୍ରେଲ୍‍ ଲିପିର ସ୍ରଷ୍ଟା ମହାତ୍ମା ଲୁଇ ବ୍ରେଲ୍‍। ପିତା ସାଇମନ ରେନେ ବ୍ରେଲ୍‍ ଏବଂ ମାତା ମୋନିକ
Read More...

ନୂଆବର୍ଷରେ ବଦଳିଲା ଅଗ୍ନିଶମ ବାହିନୀର ଡ୍ରେସକୋଡ୍

ଭୁବନେଶ୍ୱର: ନୂଆ ବର୍ଷରେ ନୂଆ ଲୁକ୍ରେ ଆସିଛନ୍ତି ଅଗ୍ନିଶମ ବାହିନୀ । ବଦଳିଲା ଅଗ୍ନିଶମ ବାହିନୀର ଡ୍ରେସକୋଡ୍ । ପରୀକ୍ଷାମୂଳକ ଭାବେ କଟକ- ଭୁବନେଶ୍ୱରରେ ଥିବା ସମସ୍ତ ଦମକଳ କେନ୍ଦ୍ରର କର୍ମଚାରୀ ନିଆଁ ଲିଭାଇବା ବେଳେ ବ୍ୟବହାର କରିବେ ଏକ ସ୍ୱତନ୍ତ୍ର ଧରଣର ପୋଷାକ । ଏହି ନୂଆ ପୋଷାକକୁ
Read More...

ବିଶ୍ୱରେ ୪ ପ୍ରକାରର ଗୁଣସୂତ୍ରଧାରୀ କରୋନା ଭୂତାଣୁ : ‘ହୁ’

ଜେନେଭା: ବିଶ୍ୱରେ ଏବେ ଅନୂ୍ୟନ ୪ ପ୍ରକାରର ଗୁଣସୂତ୍ର ପରିବର୍ତିତ କରୋନା ଭୂତାଣୁ ଘୂରିବୁଲୁଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ହୁ’ ପକ୍ଷରୁ କୁହାଯାଇଛି । ମହାମାରୀ ଆରମ୍ଭ ହେବା ଠାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଇଥିବା କେତେକ ଅସ୍ୱାଭାବିକ ଜନସ୍ୱାସ୍ଥ୍ୟ ରିପୋର୍ଟ ସବୁ
Read More...

୧୧ରୁ ଖୋଲିବ କଲେଜ, ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୧ତାରିଖରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକ ଖୋଲିବା ପାଇଁ ଉଚ୍ଚ ଶିକ୍ଷାବିଭାଗ ଆଜି ନିର୍ଦ୍ଦେଶନାମା ଜାରି କରିଛି । ତେବେ କେବଳ ଶେଷ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ସହ ୧୧ତାରିଖରୁ ପାଠପଢା ଆରମ୍ଭ ହେବା ନେଇ
Read More...

ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱର ଲୋକପ୍ରିୟ ରାଷ୍ଟ୍ରମୁଖ୍ୟ

ଭାରତ ପାଇଁ ଆଉ ଏକ ଗର୍ବ ଓ ଗୌରବର ବିଷୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ଜଣେ ଲୋକପ୍ରିୟ ରାଷ୍ଟ୍ରମୁଖ୍ୟ ଭାବେ ବିବେଚିତ ହୋଇଛନ୍ତି। ଆମେରିକାର ଏକ ଗବେଷଣା ସଂସ୍ଥା ଏହି ମାନ୍ୟତା ପ୍ରଦାନ କରିଛି। ଗବେଷଣା ସଂସ୍ଥା ଅନୁସାରେ ୭୫ ପ୍ରତିଶତ ଲୋକ ଶ୍ରୀ ମୋଦୀଙ୍କୁ ଶ୍ରେଷ୍ଠ
Read More...