Browsing Category

ପ୍ରମୁଖ ଖବର

ବିଶ୍ୱରେ ୪ ପ୍ରକାରର ଗୁଣସୂତ୍ରଧାରୀ କରୋନା ଭୂତାଣୁ : ‘ହୁ’

ଜେନେଭା: ବିଶ୍ୱରେ ଏବେ ଅନୂ୍ୟନ ୪ ପ୍ରକାରର ଗୁଣସୂତ୍ର ପରିବର୍ତିତ କରୋନା ଭୂତାଣୁ ଘୂରିବୁଲୁଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ହୁ’ ପକ୍ଷରୁ କୁହାଯାଇଛି । ମହାମାରୀ ଆରମ୍ଭ ହେବା ଠାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଇଥିବା କେତେକ ଅସ୍ୱାଭାବିକ ଜନସ୍ୱାସ୍ଥ୍ୟ ରିପୋର୍ଟ ସବୁ…
Read More...

୧୧ରୁ ଖୋଲିବ କଲେଜ, ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୧ତାରିଖରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକ ଖୋଲିବା ପାଇଁ ଉଚ୍ଚ ଶିକ୍ଷାବିଭାଗ ଆଜି ନିର୍ଦ୍ଦେଶନାମା ଜାରି କରିଛି । ତେବେ କେବଳ ଶେଷ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ସହ ୧୧ତାରିଖରୁ ପାଠପଢା ଆରମ୍ଭ ହେବା ନେଇ…
Read More...

ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱର ଲୋକପ୍ରିୟ ରାଷ୍ଟ୍ରମୁଖ୍ୟ

ଭାରତ ପାଇଁ ଆଉ ଏକ ଗର୍ବ ଓ ଗୌରବର ବିଷୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ଜଣେ ଲୋକପ୍ରିୟ ରାଷ୍ଟ୍ରମୁଖ୍ୟ ଭାବେ ବିବେଚିତ ହୋଇଛନ୍ତି। ଆମେରିକାର ଏକ ଗବେଷଣା ସଂସ୍ଥା ଏହି ମାନ୍ୟତା ପ୍ରଦାନ କରିଛି। ଗବେଷଣା ସଂସ୍ଥା ଅନୁସାରେ ୭୫ ପ୍ରତିଶତ ଲୋକ ଶ୍ରୀ ମୋଦୀଙ୍କୁ ଶ୍ରେଷ୍ଠ…
Read More...

ଭୁଶୁଡି ପଡିଲା ଶବଦାହ ପିଣ୍ଡିର ଛାତ, ୧୨ରୁ ଅଧିକ ଲୋକ ପୋତି ହୋଇଥିବା ଆଶଙ୍କା

ଗାଜିଆବାଦ : ଦିଲ୍ଲୀ ନିକଟସ୍ଥ ଗାଜିଆବାଦରୁ ଏକ ବଡ ଖବର ଆସିଛି। ସ୍ଥାନୀୟ ଏକ ଶବଦାହ ପିଣ୍ଡିର ଛାତ ଭୁଶୁଡି ପଡିଛି। ଗାଜିଆବାଦ ଥାନା ଅନ୍ତର୍ଗତ ମୁରାଦନଗର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଫଳରେ ଅନେକ ଲୋକ ଫସି ରହିଥିବା ନେଇ ଆଶଙ୍କା କରାଯାଉଛି। ଗାଜିଆବାଦ ପୁଲିସ ଏବଂ ରେସକ୍ୟୁ ଅପରେସନ୍…
Read More...

ମାଟ୍ରିକ ପରୀକ୍ଷା ; ପ୍ରତି ବିଷୟ ପାଇଁ ୮୦ ନମ୍ବର

ଭୁବନେଶ୍ୱର : ଚଳିତ ବର୍ଷ କରୋନା ମହାମାରୀ ପାଇଁ ବିଦ୍ୟାଳୟ ଦୀର୍ଘ ୧୦ ମାସ ହେବ ବନ୍ଦ ରହିବା ସହ ମାଟ୍ରିକ ପରୀକ୍ଷା ବାବଦରେ ନିଷ୍ପତ୍ତି ଗ୍ରହଣ କରାଯିବା ନେଇ ଆଲୋଚନା ଚାଲୁ ରହିଥିଲା। ମାଟ୍ରିକ ପରୀକ୍ଷା, ପ୍ରତି ବିଷୟ ପାଇଁ ୮୦ ନମ୍ବର, ୮୦ ମାର୍କର ଓଏମଆର ଅବଜେକ୍ଟିଭ , ୩୦ ମାର୍କର…
Read More...

ମାହାଙ୍ଗା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଓ ସହଯୋଗୀଙ୍କୁ ହତ୍ୟା ମାମଲାରେ ୧୨ ଜଣଙ୍କ ବିରୋଧରେ ଏତଲା ଦାୟର

କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ହତ୍ୟାକାଣ୍ଡ ଘଟଣାରେ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ କୁଳମଣି ବରାଳଙ୍କ ଗାଁ ନୃତାଙ୍ଗରେ ଉତ୍ତେଜନା ପ୍ରକାଶ ପାଇବାରୁ ସେଠାରେ ଜଣେ ଏଏସ୍‌ପି,…
Read More...

ଖରିଫ ଫସଲ ସଂଗ୍ରହ ଜାରି

ସରକାର କୃଷକମାନଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଖରିଫ ଫସଲ ସଂଗ୍ରହ ଜାରି ରଖିଛନ୍ତି। ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ତାମିଲନାଡୁ, ଚଣ୍ଡିଗଡ, ଜାମ୍ମୁ-କାଶ୍ମୀର, କେରଳ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଓଡ଼ିଶା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର,…
Read More...

୨୦୦ରେ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା ; ଆଉ ପଜିଟିଭ ୧୯୨

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । କିଛି ଦିନ ମଧ୍ୟରେ ୪୦୦ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଥିବା ବେଳେ ଆଜି ୨୦୦ ମଧ୍ୟରେ ସୀମିତ ରହିଛି। ଆଉ ୧୯୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୦୯, ସ୍ଥାନୀୟ ୮୩। ମୋଟ ପଜିଟିଭ ସଂଖ୍ୟା…
Read More...

ଆଜିଠୁ ପୁରୀ ବାହାର ଲୋକଙ୍କ ଦର୍ଶନ

ପୁରୀ: ରବିବାରଠାରୁ ପୁରୀ ବାହାର ଲୋକଙ୍କ ପାଇଁ ଆରମ୍ଭ ହେବ ଶ୍ରୀଜଗନ୍ନାଥ ଦର୍ଶନ। ଏହା ସହିତ ପୁରୀବାସୀ ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ଦର୍ଶନ କରିପାରିବେ; କିନ୍ତୁ ସେମାନେ ମଧ୍ୟ ବାହାର ଲୋକଙ୍କ ଭଳି କୋଭିଡ୍‌ ପରୀକ୍ଷା ନେଭେଟିଭ୍‌ ରିପୋର୍ଟ ସାଥିରେ ଆଣିବାକୁ କୁହାଯାଇଛି। ଏଥିପାଇଁ ଶେଷ…
Read More...

କୋଭିସିଲ୍ଡ ଓ କୋଭାକ୍ସିନ ଟିକା ନିରାପଦ- ଡିସିଜିଆଇ

ଭାରତରେ କରୋନା ମହାମାରୀ ନିମନ୍ତେ ଦୁଇଟି ଟିକା କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିବା ବେଳେ ଉଭୟ ଟିକା ନିରପଦ ବୋଲି ରବିବାର ଭାରତୀୟ ଔଷଧ ନିୟାମକ ନିଦେ୍ର୍ଧଶକ କହିଛନ୍ତି ।ଡିସିଜିଆଇ ନିଦେ୍ର୍ଧଶକ ଡକ୍ଟର ଭି.ଜି ସୋମାନି କହିଛନ୍ତି ଯେ ବହୁ…
Read More...