Browsing Category

ପ୍ରମୁଖ ଖବର

ପଜିଟିଭଙ୍କ ସଂଖ୍ୟା ୧,୦୨,୬୬,୬୭୪ ; ଦିନକରେ ଆକ୍ରାନ୍ତ ୨୧,୮୨୧

ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ କିଛି ଦିନ ମଧ୍ୟରେ ୨୫ ହଜାର ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ୨୧,୮୨୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୬,୧୩୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ୨୯୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ
Read More...

ନୂଆବର୍ଷ ପାଇଁ ଦିଲ୍ଲୀ ଓ ମୁମ୍ବଇରେ ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ: ଡ଼ିସେମ୍ବର ୩୧ ମଧ୍ୟରାତ୍ରିରେ ପୁରୁଣା ବର୍ଷକୁ ବିଦାୟ ଦେବା ଓ ନୂଆ ବର୍ଷକୁ ସ୍ବାଗତ ନିମନ୍ତେ ଆୟୋଜନ କରାଯାଉଥିବା ‘‘ଜିରୋ ନାଇଟ୍’’ ଓ ନୂଆବର୍ଷ ପାଳନ ପାଇଁ ଦିଲ୍ଲୀ ସରକାର କଟକଣା ଜାରି କରିଛନ୍ତି। ଆଜି ଓ ଆସନ୍ତାକାଲି ଆର୍ଥାତ ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ପାଇଁ 
Read More...

ପରୀ ମାମଲା: ହାଇକୋର୍ଟରେ ମିସ୍‌ କେସ୍‌ ଦାୟର

କଟକ: ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ୍‌ କେସ୍‌ ଦାୟର ହୋଇଛି। ପରୀ ହତ୍ୟା ଘଟଣାରେ ତା’ର ପରିବାର ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାରେ ଯେଉଁମାନଙ୍କ ନାମ ରହିଛି ସେମାନଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ଦାବି ହୋଇଛି। ଏଥିପାଇଁ ଭାରତୀୟ ବିକାଶ ପରିଷଦ
Read More...

ଏପାଖେ କୃଷକ, ସେପାଖେ ସରକାର – ଚାଲିଛି ଷଷ୍ଠ ପର୍ଯ୍ୟାୟ ଆଲୋଚନା

କୃଷି ଆଇନକୁ ବିରୋଧ କରୁଥିବା କୃଷକ ଏବଂ ସରକାରଙ୍କ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ବୁଧବାର ଅପରାହ୍ନରେ ଆରମ୍ଭ ହୋଇଛି। ଅପରାହ୍ନ ୨ଟାରୁ ଆରମ୍ଭ ହୋଇଥିବା ଆଲୋଚନା ଚାଲିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଠୋସ ନିଷ୍କର୍ସ ବାହାରି ପାରିନାହିଁ। କୃଷକ ସଂଗଠନର ପ୍ରତିନିଧିମାନେ ୩ଟି କୃଷି
Read More...

ଦୁର୍ନୀତି ଓ ଅପାରଗତା ପାଇଁ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ବୁଧବାର ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଦୁର୍ନୀତି ଓ ଅପାରଗତା ପାଇଁ ଉକ୍ତ ୬ ଅଧିକାରୀଙ୍କୁ ଅବସର ଦିଆଯାଇଛି ବୋଲି ଜଣାପଡ଼ିଛି। ଅପାରଗତା ଓ ଅସାଧୁ ଅଧିକାରୀଙ୍କ ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ ସବୁବେଳେ ଜୋର ଦେଇ ଆସିଛନ୍ତି ସରକାର।
Read More...

୭ ତାରିଖ ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ସେବା ବାତିଲ

ନୂଆଦିଲ୍ଲୀ: ଭାରତରେ ବ୍ରିଟେନର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ବ୍ରିଟେନକୁ ବିମାନ ଚଳାଚଳ ଉପରେ କଟକଣା ଲାଗୁ କରିଛନ୍ତି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଭାରତ ଓ ବ୍ରିଟେନ ମଧ୍ୟରେ ବିମାନ ସେବା ବାତିଲ କରାଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ
Read More...

କାର ଭିତରେ ଯୁବତୀଙ୍କୁ ଅସଦାଚରଣ କଲେ ଦୁଇ ବନ୍ଧୁ

ବନ୍ଧୁ ପାଲଟିଗଲେ ରାକ୍ଷସ। କାର ଭିତରେ ବାନ୍ଧବୀକୁ ଅସଦାଚରଣ କଲେ। ବାନ୍ଧବୀ ପ୍ରତିବାଦ କରିବାରୁ ଚଳନ୍ତା କାର୍‌ରୁ ତାଙ୍କୁ ଠେଲିଦେଲେ। ଏଭଳି ଏକ ଅମାନୁଷିକ ଘଟଣା ଘଟିଛି କଲକାତାରେ। ଜନ୍ମଦିନ ପାର୍ଟିରୁ ଦୁଇ ବନ୍ଧୁଙ୍କ ସହିତ ଫେରିବା ବାଟରେ ଯୁବତୀ ଜଣକ ଏପରି ଆକ୍ରୋଶର ଶିକାର ହୋଇଛନ୍ତି।
Read More...

ସରକାର-କୃଷକ ୭ମ ପର୍ଯ୍ୟାୟ ଆଲୋଚନା ଜାରି

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ ବିରୋଧରେ ଚାଷୀମାନଙ୍କ ଆନ୍ଦୋଳନ ବୁଧବାର ୩୫ ଦିନରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ୭ମ ଥର ଲାଗି ସରକାର ଏବଂ କୃଷକ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଏଥିପାଇଁ ୪୦ଟି କୃଷକ ସଂଗଠନ ପ୍ରତିନିଧି ନୂଆଦିଲ୍ଲୀ ବିଜ୍ଞାନ ଭବନରେ ପହଞ୍ଚିଥିଲେ।
Read More...

ଶ୍ରୀନଗର ଏନକାଉଣ୍ଟର; ଟଳିଲେ ଆଉ ୨ ଆତଙ୍କୀ, ମୋଟ ୩ ନିପାତ

ଶ୍ରୀନଗର: ଶ୍ରୀନଗରର ଲାଭାପୋରା ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଏକନାଉଣ୍ଟର ଘଟିଛି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ବୁଧବାର ଭୋର ସମୟରେ ଜଣେ ଆତଙ୍କୀ ନିହତ ହୋଇଥିବାବେଳେ ଅପରାହ୍ନରେ ଆଉ ୨ ଆତଙ୍କୀ ନିପାତ ହୋଇଛନ୍ତି। ମଙ୍ଗଳବାର ଆରମ୍ଭ
Read More...

ବୁଲିବାକୁ ଯାଆନ୍ତୁ ଏହି ଜାତୀୟ ଉଦ୍ୟାନ

ୱାଇଲ୍ଡ ଲାଇଫ ସଫାରୀ ରୋମାଞ୍ଚରେ ପରିପୂର୍ଣ୍ଣ ଅଟେ। ବହୁ ଲୋକଙ୍କୁ ଏହାକୁ ନିକଟରୁ ଦେଖିବାକୁ ବେଶ ପସନ୍ଦ କରିଥାଆନ୍ତି। ଜାଣନ୍ତୁ ଭାରତର ଏପରି କେତେକ ସ୍ଥାନ ବିଷୟରେ ଯେଉଁସ୍ଥାନ ଆପଣ ପାଇଁ ରୋମାଞ୍ଚକାରୀ ହେବା ସହ ସ୍ମରଣୀୟ ହୋଇ ରହିବ।ବାନ୍ଦୀପୁର ଜାତୀୟ ଉଦ୍ୟାନ –ଊଟିର ରାସ୍ତା ମଧ୍ୟରେ
Read More...