Browsing Category

ପ୍ରମୁଖ ଖବର

୧୯ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲେ ଅବକାରୀ ଓ ବନ ବିଭାଗ

ମୋହନା: ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ନିଦେ୍ର୍ଧଶକ୍ରମେ ରା.ଉଦୟଗିରି ଏସଡିପିିଓ ଦିଲ୍ଲିପ କୁମାର ନାୟକଙ୍କ ତତ୍ୱବଧାନ ଓ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ମୋହନା ଥାନା ଅନ୍ତର୍ଗତ କଳାମେରୀ ମୌଜା ମଧୁରଆର, ଗ୍ରାମ ନିକଟ ଦୁର୍ଗମ ପାହାଡ…
Read More...

ଦେଢ଼ ମାସ ପରେ ଆଉ କୋହଳ ନାହିଁ

ନୂଆଦିଲ୍ଲୀ: ଜାନୁଆରୀ ୧ରୁ ଫାଷ୍ଟଟ୍ୟାଗ୍ ବ୍ୟବହାର ଅନିର୍ବାର୍ଯ୍ୟ ଥିଲା। ଏବେ ଏହାର ଅବଧି ଦେଢ଼ ମାସ ପାଇଁ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଅର୍ଥାତ୍ ପେବୃଆରୀ ୧୫ରୁ ଫାଷ୍ଟଟ୍ୟାଗ ବ୍ୟବହାର ଅନିର୍ବାର୍ଯ୍ୟ ହେବ। ଫାଷ୍ଟଟ୍ୟାଗ ଲାଗିଥିଲେ ଟୋଲ୍ ପ୍ଲାଜା ଅତିକ୍ରମ କରିବା ବେଳେ ଅଟୋମେଟିକ ଦେୟ…
Read More...

ସାରା ରାଜ୍ୟରେ ‘ନାଇଟ କର୍ଫ୍ୟୁ’

ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା କରୋନା କଟକଣା । କରୋନାର ନୂଆ ଷ୍ଟ୍ରେନକୁ ଦେଖି ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ଏନେଇ  ଟୁଇଟ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ ଏହି…
Read More...

ସିଟ୍‌ରେ ବସିପଡ଼ିବାରୁ… ଶ୍ରେଣୀଗୃହରେ ସହପାଠୀକୁ ଗୁଳି କରି ହତ୍ୟା କଲା ୧୦ମ ଶ୍ରେଣୀ ଛାତ୍ର

ଜଣକ ଆସନରେ ଆଉ ଜଣେ ବସିପଡ଼ିଲା। ବାସ୍‌, ଏତିକି କଥାକୁ ନେଇ ଜଣେ ଛାତ୍ର ତା’ର ସହପାଠୀକୁ ଗୁଳି କରି ହତ୍ୟା କଲା। ଗୁରୁବାର ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବୁଲନ୍ଦସହରରେ। ଜଣେ ୧୦ ଶ୍ରେଣୀ ଛାତ୍ର ସ୍କୁଲକୁ ବନ୍ଧୁକ ନେଇ ଆସିବା ଏବଂ ସହପାଠୀଙ୍କୁ ସେଥିରୁ ଗୁଳି କରି ହତ୍ୟା କରିବା…
Read More...

ନୂଆବର୍ଷରେ ଅଫିସରେ ଏକାଠି ହେବାକୁ ମନା

ଭୁବନେଶ୍ୱର : ପରସ୍ପରକୁ ଶୁଭେଚ୍ଛା ଜଣାଇବା ପାଇଁ ନୂଆବର୍ଷରେ ଅଫିସ୍‌ରେ କେହି ଏକାଠି ହୋଇପାରିବେ ନାହିଁ। ମହାମାରୀ କରୋନାର ଭୟାବହତାକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି। ଏକାଠି ନହୋଇ ଭର୍ଚୁଆଲ ମାଧ୍ୟମରେ ଶୁଭେଚ୍ଛା ଜଣାଇବାକୁ କହିଲେ SRC ପ୍ରଦୀପ ଜେନା। ଅନ୍ୟପକ୍ଷରେ କରୋନାର ଭୟ…
Read More...

ପ୍ରତି ଘରେ ଟିକା ପହଞ୍ଚାଇବାକୁ ଚାଲିଛି ଜୋରଦାର ପ୍ରସ୍ତୁତି: ପ୍ରଧାନମନ୍ତ୍ରୀ

ରାଜକୋଟ: କରୋନା ଟିକାକରଣ ଅଭିଯାନକୁ ନେଇ ଦେଶରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏଥିପାଇଁ ସମସ୍ତ ପ୍ରକାର ଆବଶ୍ୟକ ପ୍ରସ୍ତୁତି କରାଯାଉଛି। ଭାରତରେ ନିର୍ମିତ ସ୍ବଦେଶୀ ଟିକା ପ୍ରତି ଘର ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଉଦ୍ୟମ ଶେଷ ପର୍ଯ୍ୟାୟରେ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

‘ବ୍ୟକ୍ତିଗତ ଭାବରେ ସାକ୍ଷାତ କରି ନୂତନ ବର୍ଷର ଅଭିନନ୍ଦନ ଜଣାଇବାରୁ ନିଜକୁ ନିବୃତ୍ତ ରଖନ୍ତୁ’-ଏସଆରସି

ଭୁବନେଶ୍ବର: କୋଭିଡ୍‍-୧୯ ମହାମାରୀ ମୁକାବିଲାରେ ଆପଣମାନଙ୍କ ଅକୁଣ୍ଠ ସହଯୋଗ ଯୋଗୁଁ ଏହି ବିଶ୍ୱ ମହାମାରୀକୁ ଆମ ରାଜ୍ୟରେ ସିମୀତ କରାଯାଇ ପାରିଛି। ଆମ ରାଜ୍ୟରେ ଏବେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ କମ୍‍ ହୋଇଥିଲେ ମଧ୍ୟ, ସଂକ୍ରମଣର ଭୟ ସଂପୂର୍ଣ୍ଣ ଦୂର ହୋଇନାହିଁ। ଏହା ସହିତ ଏବେ ବିଶ୍ୱରେ…
Read More...

ତୃଣମୂଳ ଯୁବ କଂଗ୍ରେସ ସାଧାରଣ ସମ୍ପାଦକଙ୍କ ଘରେ ସିବିଆଇ ଚଢ଼ାଉ

କଲକାତା: ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସର ଜଣେ ନେତାଙ୍କ ଘରେ ସିବିଆଇ (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ଚଢ଼ାଉ କରିଛି। ପଶୁ ଚୋରା ଚାଲାଣ ଏବଂ ବେଆଇନ କୋଇଲା ଖନନ ମାମଲାରେ ସିବିଆଇ ତୃଣମୂଳ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବିନୟ ମିଶ୍ରାଙ୍କ ଘରେ ଚଢ଼ାଉ କରିଛି। ବିନୟଙ୍କ କଲକତାସ୍ଥିତ…
Read More...

କୋଟିପତି ବ୍ୟାଙ୍କ ପରିଚାଳକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଟିଟିଲାଗଡ : କୋଟିପତି ବ୍ୟାଙ୍କ ପରିଚାଳକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ବଲାଙ୍ଗୀର ଜିଲାର  ଲାଥୋରର କୋଟିପତି ସମବାୟ ବ୍ୟାଙ୍କ ପରିଚାଳକ ସାଗର ରଣାଙ୍କ ଟିଟିଲାଗଡ଼ ସ୍ଥିତ ବାସଭବନରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ହୋଇଛି।  ଏହାସହ ତାଙ୍କ ଶଶୁର ଘର…
Read More...

କୃଷି ଆଇନ ବିରୋଧରେ କେରଳ ସରକାରଙ୍କ ସ୍ୱତନ୍ତ୍ର ଅଧିବେଶନ

ଥିରୁଭାନନ୍ତୁରମ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କେରଳ ସରକାର ଗୁରୁବାର ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି ।ଅଧିବେଶନରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କୃଷି ଆଇନ ବିରୋଧରେ ପ୍ରସ୍ତାବ ଆଗତ କରିଥିଲେ ।ଏହାକୁ କଂଗ୍ରେସ ସହିତ ବିରୋଧୀ ଦଳ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି ।…
Read More...