ଆଉ ୫ଜଣ ଆକ୍ରାନ୍ତଙ୍କ ପାଖରେ ବ୍ରିଟେନ ଷ୍ଟ୍ରେନ
ନୂଆଦିଲ୍ଲୀ : ଭାରତରେ କାୟା ବିସ୍ତାର କରି ଚାଲିଛି କରୋନାର ନୂଆ ଷ୍ଟ୍ରେନ । ଭାରତରେ ଗୁରୁବାର ଆଉ ୫ଜଣ ଏହି ବ୍ରିଟେନର ନୂଆ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।ଏନଆଇଭି ପୁଣେରୁ ୪ଜଣ ଓ ଆଇଜିଆଇବି ଦିଲ୍ଲୀରେ ଗୋଟିଏ ନମୁନାରେ ବ୍ରିଟେନ ର ନୂଆ ଭାଇରସ ଥିବା ଜଣାପଡିଛି । ଏଥିସହ!-->…
Read More...
Read More...