Browsing Category

ପ୍ରମୁଖ ଖବର

ସରକାର-କୃଷକ ୭ମ ପର୍ଯ୍ୟାୟ ଆଲୋଚନା ଜାରି

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ ବିରୋଧରେ ଚାଷୀମାନଙ୍କ ଆନ୍ଦୋଳନ ବୁଧବାର ୩୫ ଦିନରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ୭ମ ଥର ଲାଗି ସରକାର ଏବଂ କୃଷକ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଏଥିପାଇଁ ୪୦ଟି କୃଷକ ସଂଗଠନ ପ୍ରତିନିଧି ନୂଆଦିଲ୍ଲୀ ବିଜ୍ଞାନ ଭବନରେ ପହଞ୍ଚିଥିଲେ।…
Read More...

ଶ୍ରୀନଗର ଏନକାଉଣ୍ଟର; ଟଳିଲେ ଆଉ ୨ ଆତଙ୍କୀ, ମୋଟ ୩ ନିପାତ

ଶ୍ରୀନଗର: ଶ୍ରୀନଗରର ଲାଭାପୋରା ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଏକନାଉଣ୍ଟର ଘଟିଛି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ବୁଧବାର ଭୋର ସମୟରେ ଜଣେ ଆତଙ୍କୀ ନିହତ ହୋଇଥିବାବେଳେ ଅପରାହ୍ନରେ ଆଉ ୨ ଆତଙ୍କୀ ନିପାତ ହୋଇଛନ୍ତି। ମଙ୍ଗଳବାର ଆରମ୍ଭ…
Read More...

ବୁଲିବାକୁ ଯାଆନ୍ତୁ ଏହି ଜାତୀୟ ଉଦ୍ୟାନ

ୱାଇଲ୍ଡ ଲାଇଫ ସଫାରୀ ରୋମାଞ୍ଚରେ ପରିପୂର୍ଣ୍ଣ ଅଟେ। ବହୁ ଲୋକଙ୍କୁ ଏହାକୁ ନିକଟରୁ ଦେଖିବାକୁ ବେଶ ପସନ୍ଦ କରିଥାଆନ୍ତି। ଜାଣନ୍ତୁ ଭାରତର ଏପରି କେତେକ ସ୍ଥାନ ବିଷୟରେ ଯେଉଁସ୍ଥାନ ଆପଣ ପାଇଁ ରୋମାଞ୍ଚକାରୀ ହେବା ସହ ସ୍ମରଣୀୟ ହୋଇ ରହିବ।ବାନ୍ଦୀପୁର ଜାତୀୟ ଉଦ୍ୟାନ –ଊଟିର ରାସ୍ତା ମଧ୍ୟରେ…
Read More...

ମହାକାଶରେ ଅସରପା ଗବେଷଣା!

ପୃଥିବୀ ବାହାର ଦୁନିଆକୁ ନେଇ ପ୍ରତି ମୁହୁର୍ତ୍ତରେ ନୂଆ ତଥ୍ୟମାନ ଗବେଷକମାନେ ପ୍ରକାଶ କରୁଛନ୍ତି। ରୁଷିଆ ଓ ଆମେରିକା ମହାକାଶଚାରୀମାନେ ଯେପରି ଥୟ ଧରି ବସିବାକୁ ପ୍ରସ୍ତୁତ ନୁହନ୍ତି, କେତେବେଳେ କୁକୁରକୁ ତ’ ଅନ୍ୟ ସମୟରେ ମାଙ୍କଡ଼, ବିଲେଇ, ଠେକୁଆ ଇତ୍ୟାଦି ପ୍ରାଣୀକୁ ମହାକାଶଯାନରେ…
Read More...

ଦେଶରେ କରୋନାର ନୂଆ ଷ୍ଟ୍ରେନ: ପୁଣି ଚିହ୍ନଟ ହେଲେ ଆଉ ୧୪ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ ନୂଆ କରୋନା ଷ୍ଟ୍ରେନ ଆକ୍ରନ୍ତ ପୁଣି ଚିହ୍ନଟ ହୋଇଛନ୍ତି। କ୍ରମାଗତ ଭାବେ ବ୍ରିଟେନ ଭାଇରସ ତା’ର କାୟା ବିସ୍ତାର କରିବାକୁ ସକ୍ଷମ ହେବାରେ ଲାଗିଛି। ଗତକାଲି ୬ ଜଣ ବ୍ୟକ୍ତିଙ୍କ ଶରୀରରେ ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନ ଠାବ ହୋଇଥିବା ବେଳେ ଆଜି ଆଉ ୧୪…
Read More...

ଭିଜିଲାନ୍ସ ଜାଲରେ କୋଟିପତି ଡ୍ରାଇଭର

ଧର୍ମଗଡ଼: ପୁଣି ଭିଜିଲାନ୍ସ ଜାଲରେ କୋଟିପତି ଡ୍ରାଇଭର। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ପୂର୍ବତନ ଇନ୍ଦିରାବତୀ ପ୍ରକଳ୍ପ ନିର୍ବାହୀ ଜନ୍ତ୍ରିଙ୍କ ଡ୍ରାଇଭର ରମେଶ ଚନ୍ଦ୍ର ପଣ୍ଡାଙ୍କ ଘରେ ଚଢାଉ। ଆର୍ୟବହିଭୁତ ସମ୍ପତି ଠୁଳ ଅଭିଯୋଗରେ ଧର୍ମଗଡ଼ ସ୍ଥିତ ବାସ ଭବନ ଓ ତାଙ୍କ ଲଜ ବା ଦୀନବନ୍ଧୁ…
Read More...

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଆଇନ ମହାବିଦ୍ୟାଳୟର କିରାଣୀ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଆଇନ ମହାବିଦ୍ୟାଳୟର କିରାଣୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଡିଏଲଆର ଟାଇପିଷ୍ଟ ପ୍ରଶାନ୍ତ କୁମାର ନାୟକଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସ ପକ୍ଷରୁ ଏକାକାଳୀନ ୫ଟି…
Read More...

ଅଗ୍ନିକାଣ୍ଡରେ ଜଳିଗଲା କାର ଓ ବାଇକ୍

ରାଉରକେଲା : ରାଉରକେଲାର ବସନ୍ତି କଲୋନୀରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଅଗ୍ନିକାଣ୍ଡ ଘଟିଛି। ଏଲ-୫୭କ୍ୱାର୍ଟରରେ ନିଆଁ ଲାଗି ଦୁଇଟି ବାଇକ୍ ଓ କାର୍ ସମ୍ପୂର୍ଣ୍ଣ ଜଳି ଯାଇଛି। ଘରେ ଥିବା ଲୋକଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। କେହି ଦୁର୍ବୃତ୍ତ  କିମ୍ବା ଆକ୍ରୋଶ ମୂଳକ…
Read More...

ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ

ଭୁବନେଶ୍ବର: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ୱତନ୍ତ୍ର ସଙ୍ଗୀତ ସଂଯୋଜନା ଶୈଳୀ ମାଧ୍ୟମରେ ଚିଲିକା ତୀରେ, ଅଗ୍ନିପରୀକ୍ଷା ଓ ମେଘମୁକ୍ତି ଆଦି ଚଳଚ୍ଚିତ୍ରରେ ସେ ଛାଡି ଯାଇଥିବା ଛାପ ସର୍ବଦା…
Read More...

ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ ହୋଇଛି। ରାତି ୧୨ଟା ୩୦ରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଶାନ୍ତନୁଙ୍କ ପରଲୋକ ନେଇ ପୁଅ କୌଶିକ ମହାପାତ୍ର ସୂଚନା…
Read More...