Browsing Category

ପ୍ରମୁଖ ଖବର

ରାଜନୀତି କରିବେନି ରଜନୀକାନ୍ତ

ଚେନ୍ନାଇ: ତାମିଲ ସୁପରଷ୍ଟାର ରଜନୀକାନ୍ତ ନୂଆବର୍ଷରୁ ରାଜନୀତିରେ ପ୍ରବେଶ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ଏବେ ସେ ନିଷ୍ପତ୍ତି ବଦଳାଇଛନ୍ତି। ସେ ଆଉ ରାଜନୀତିରେ ଯୋଗଦେବେ ନାହିଁ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ରଜନୀକାନ୍ତ ଏହା
Read More...

ଭାରତରେ ପହଞ୍ଚିଲା କରୋନାର ନୂଆ ଷ୍ଟ୍ରେନ; ୬ ବ୍ରିଟେନ ଫେରନ୍ତା ସଂକ୍ରମିତ

ନୂଆଦିଲ୍ଲୀ: ଶେଷରେ ଭାରତରେ ପହଞ୍ଚିଛି ବ୍ରିଟେନରେ ଆତଙ୍କ ଖେଳାଇଥିବା କରୋନାର ନୂଆ ଷ୍ଟ୍ରେନ। ଏହା ଜଣାପଡ଼ିବା ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚିନ୍ତାରେ ପଡ଼ିଛି। ୬ ବ୍ରିଟେନ ଫେରନ୍ତାଙ୍କ ନିକଟରେ ଏହି ନୂଆ ଷ୍ଟ୍ରେନ ଠାବ ହେବା ପରେ ସମସ୍ତ ଆକ୍ରାନ୍ତଙ୍କୁ ଆଇସୋଲେଟ କରି ରଖାଯାଇଥିବା
Read More...

ଭିଜିଲାନ୍ସ ଜାଲରେ ନିଲମ୍ବିତ କନିଷ୍ଠ କିରାଣୀ

ବଲାଙ୍ଗିର: ବନ୍ଧା ହେଲେ ବଲାଙ୍ଗିର ଶିକ୍ଷା ବିଭାଗର ନିଲମ୍ବିତ କନିଷ୍ଠ କିରାଣୀ ପ୍ରମୋଦ ରଥ । ଦିର୍ଘ ଦିନର ଲୁଚକାଳି ଖେଳ ପରେ ଆଜି ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଜେରା ବେଳେ ପ୍ରମୋଦଙ୍କ ଘରୁ ୭ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଜବତ କରାଯାଇଛି । ଏଥି ସହ ତାଙ୍କ ପାଖରୁ ୬ଟି ବୁଲେଟ ମଧ୍ୟ
Read More...

୨୫ ଲକ୍ଷର ବ୍ରାଉନସୁଗାର ଜବତ ; ଜଣେ ଗିରଫ

ଖୋର୍ଦ୍ଧା : ପୁଣି ଧରାପଡ଼ିଲା ଧଳା ଜହର। ଖୋର୍ଦ୍ଧାରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଦ୍ୱାରା ୩୫୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହାର ଆନୁମାନିନ ମୂଲ୍ୟ ୨୫ ଲକ୍ଷରୁ ଅଧିକ ଟଙ୍କାର ହେବ। ବ୍ରାଉନସୁଗାରକୁ ନେଇ ଡିଲ୍‍ ଚାଲୁଥିବା ବେଳେ ଡ଼ିଲର ଜଣଙ୍କୁ ଗିରଫ କରାଯାଇଛି। ଏହି
Read More...

ରେଳଧାରଣାରୁ ମିଳିଲା କର୍ଣ୍ଣାଟକ ଉପବାଚସ୍ପତିଙ୍କ ମୃତଦେହ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନ ପରିଷଦର ଉପବାଚସ୍ପତି ଏସଏଲ୍ ଧର୍ମେଗୌଡ଼ାଙ୍କ ମୃତଦେହ ସୋମବାର ବିଳମ୍ବିତ ରାତିରେ ରେଳଧାରଣାରୁ ମିଳିଛି। ତାଙ୍କ ମୃତଦେହ ନିକଟରୁ ପୁଲିସ ଏକ ସୁଇସାଇଡ୍ ନୋଟ ମଧ୍ୟ ଜବତ କରିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହ ସ୍ପଷ୍ଟ ଜଣାପଡ଼ି ନାହିଁ। ସୂଚନା
Read More...

ଦିଲ୍ଲୀରେ ଗଡିଲା ଚାଳକ ବିହୀନ ଟ୍ରେନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନୁଷ୍ଠାନିକ ଭାବେ ଦିଲ୍ଲୀ ମେଟ୍ରୋର ମଜେଂଟା ଲାଇନ୍ରେ ଦେଶର ପ୍ରଥମ ତଥା ସମ୍ପୂର୍ଣ୍ଣ-ସ୍ୱୟଂଚାଳିତ ଚାଳକବିହୀନ ରେଳ ସେବାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଭାରତ କେତେ ଶୀଘ୍ର ସ୍ମାର୍ଟ ସିଷ୍ଟମ୍
Read More...

କୋଭିଡ୍‍ ଆରୋଗ୍ୟ ହାର ୯୫.୮୩ ପ୍ରତିଶତ

ନୂଆଦିଲ୍ଲୀ :  ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୫.୮୩ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ୨୧ ହଜାରରୁ ଅଧିକ ଲୋକ ଆରୋଗ୍ୟଲାଭ କରିଛନ୍ତି। ଏଥିସହିତ କୋଭିଡ୍‍ରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ୯୭ ଲକ୍ଷ ୮୨ ହଜାରରେ ପହଞ୍ଚିଛି। ଦେଶରେ ଚିକିତ୍ସିତ ହେଉଥିବା ସକ୍ରିୟ
Read More...

ଇଂଲଣ୍ଡରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା

ଲଣ୍ଡନ : ଇଂଲଣ୍ଡର ଦକ୍ଷିଣ ଭାଗରେ ଥିବା ହସ୍ପିଟାଲ ଗୁଡ଼ିକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରିଲକ୍ଷିତ ହୋଇଛି। ସେଠାରେ କିଛିଦିନ ହେଲା ନୂତନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବାରୁ ହସ୍ପିଟାଲ ଗୁଡ଼ିକରେ ଭିଡ଼ ବଢ଼ୁଛି। ଗତକାଲି ଲଣ୍ଡନରେ ଆମ୍ବୁଲାନ୍ସ ସେବା
Read More...

୩୦ରେ କୃଷକ ଓ କେନ୍ଦ୍ର ସରକାରଙ୍କ ଆଲୋଚନା

ନୂଆଦିଲ୍ଲୀ : ଦିଲ୍ଲୀ ଉପକଣ୍ଠରେ ଆନ୍ଦୋଳନ ଚଳାଇଥିବା କୃଷକ ଏବଂ କେନ୍ଦ୍ର ସରାକରଙ୍କ ମଧ୍ୟରେ ଆସନ୍ତାକାଲି ବଦଳ​ରେ ବୁଧବାର ୩୦ ତାରିଖରେ ଆଉ ଏକ ପର୍ଯ୍ୟାୟ  ଆଲୋଚନା ଅନୁଷ୍ଠିତ ହେବ। ୩୦ ତାରିଖ ଦିନ ୨ଟାରେ ବିଜ୍ଞାନ ଭବ​ନରେ​‌ ଏହି ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରାଯାଇଛି।​‌ ସେମବାର ଏହି
Read More...

ଓଡ଼ିଶା ପାଇଁ ଗୌରବ ଆଣିଲା ‘ଅନ୍ତର୍ଧ୍ବନି’ ପୁରସ୍କୃତ ହେଲେ ନାୟିକା-ନିର୍ଦେଶକ

ଭୁବନେଶ୍ବର: ଢାକାଠାରେ ଆୟୋଜିତ ସିନେମେକିଙ୍ଗ୍‍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ବନି’କୁ ୨ଟି ପୁରସ୍କାର ମିଳିଛି। ଏହି ଚଳଚ୍ଚିତ୍ରର ନାୟିକା ସ୍ୱପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀଭାବେ ସମ୍ମାନିତ ହୋଇଥିବାବେଳେ ନିର୍ଦେଶକ ଏ.କେ ବୀରଙ୍କୁ ମିଳିଛି ଶ୍ରେଷ୍ଠ
Read More...