Browsing Category

ପ୍ରମୁଖ ଖବର

ଇଂଲଣ୍ଡରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା

ଲଣ୍ଡନ : ଇଂଲଣ୍ଡର ଦକ୍ଷିଣ ଭାଗରେ ଥିବା ହସ୍ପିଟାଲ ଗୁଡ଼ିକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରିଲକ୍ଷିତ ହୋଇଛି। ସେଠାରେ କିଛିଦିନ ହେଲା ନୂତନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବାରୁ ହସ୍ପିଟାଲ ଗୁଡ଼ିକରେ ଭିଡ଼ ବଢ଼ୁଛି। ଗତକାଲି ଲଣ୍ଡନରେ ଆମ୍ବୁଲାନ୍ସ ସେବା…
Read More...

୩୦ରେ କୃଷକ ଓ କେନ୍ଦ୍ର ସରକାରଙ୍କ ଆଲୋଚନା

ନୂଆଦିଲ୍ଲୀ : ଦିଲ୍ଲୀ ଉପକଣ୍ଠରେ ଆନ୍ଦୋଳନ ଚଳାଇଥିବା କୃଷକ ଏବଂ କେନ୍ଦ୍ର ସରାକରଙ୍କ ମଧ୍ୟରେ ଆସନ୍ତାକାଲି ବଦଳ​ରେ ବୁଧବାର ୩୦ ତାରିଖରେ ଆଉ ଏକ ପର୍ଯ୍ୟାୟ  ଆଲୋଚନା ଅନୁଷ୍ଠିତ ହେବ। ୩୦ ତାରିଖ ଦିନ ୨ଟାରେ ବିଜ୍ଞାନ ଭବ​ନରେ​‌ ଏହି ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରାଯାଇଛି।​‌ ସେମବାର ଏହି…
Read More...

ଓଡ଼ିଶା ପାଇଁ ଗୌରବ ଆଣିଲା ‘ଅନ୍ତର୍ଧ୍ବନି’ ପୁରସ୍କୃତ ହେଲେ ନାୟିକା-ନିର୍ଦେଶକ

ଭୁବନେଶ୍ବର: ଢାକାଠାରେ ଆୟୋଜିତ ସିନେମେକିଙ୍ଗ୍‍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ବନି’କୁ ୨ଟି ପୁରସ୍କାର ମିଳିଛି। ଏହି ଚଳଚ୍ଚିତ୍ରର ନାୟିକା ସ୍ୱପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀଭାବେ ସମ୍ମାନିତ ହୋଇଥିବାବେଳେ ନିର୍ଦେଶକ ଏ.କେ ବୀରଙ୍କୁ ମିଳିଛି ଶ୍ରେଷ୍ଠ…
Read More...

ସାମ୍ନାକୁ ଆସିଲା କରୋନାର ନୂଆ ଲକ୍ଷଣ

କରୋନାରେ ଆକ୍ରାନ୍ତ ହେଲେ ରୋଗୀ ଖାଦ୍ୟପଦାର୍ଥର ସ୍ବାଦ ଏବଂ କୌଣସି ପ୍ରକାର ବାସ୍ନା ବାରିବାରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏହା କରୋନାର ଏକ ପ୍ରମୁଖ ଲକ୍ଷଣ। କିନ୍ତୁ ଏବେ କରୋନାର କିଛି ନୂଆ ଲକ୍ଷଣ ଦେଖିବାକୁ ମିଳିଛି। ଯେଉଁ ରୋଗୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ କରୋନାରେ ସଂକ୍ରମିତ ହୋଇ…
Read More...

ନରସିଂହ ମିଶ୍ର ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଲେ ଡାକ୍ତର

ଭୁବନେଶ୍ଵର: କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ର ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ନରସିଂହ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ସେ କଥାବାର୍ତ୍ତା କରୁଛନ୍ତି ବୋଲି ଡାକ୍ତର କହିଛନ୍ତି। ଶରୀରରେ…
Read More...

ଭାରତର କଡ଼ା ଜବାବ; ଚୀନ ନାଗରିକଙ୍କ ଯାତ୍ରା ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଚୀନ ନାଗରିକଙ୍କୁ ଭାରତ ମନା। କୌଣସି ଚୀନ ନାଗରିକ ଏଣିକି ଭାରତ ଆସିପାରିବେ ନାହିଁ। ଚୀନ ନାଗରିକଙ୍କ ଭାରତ ଯାତ୍ରା ଉପରେ ପ୍ରତିବନ୍ଧିକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିମାନ କମ୍ପାନୀଗୁଡ଼ିକୁ ଅଣଆନୁଷ୍ଠାନିକ ଭାବେ ନିର୍ଦେଶ ଦିଆଯାଇଛି। ଗତ ନଭେମ୍ବରରେ ଚୀନ…
Read More...

ରାଜ୍ୟରେ କରୋନା ନେଲା ଆଉ ୩ ଜୀବନ

ଭୁବନେଶ୍ବର: ରାଜ୍ୟରେ ସୋମବାର କରୋନାରେ ଆଉ ୩ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୬୪କୁ ବୃଦ୍ଧି ହୋଇଛି। ୩ ଜଣ ମୃତକଙ୍କ ମଧ୍ୟରୁ ଭୁବନେଶ୍ବର, ରାୟଗଡ଼ ଓ ସୁନ୍ଦରଗଡ଼ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାୟଗଡ଼ ଜିଲାର ମୃତକ ଜଣଙ୍କ ମଧ୍ୟରେ…
Read More...

ରାଜଧାନୀରେ ପାଳନ ହେବନି ଜିରୋ ନାଇଟ

ଭୁବନେଶ୍ୱର: ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ରାତିରେ ଆୟୋଜିତ ହୋଇଥାଏ ଜିରୋ ନାଇଟ ସେଲିବ୍ରେସନ । କ୍ଲବ ଓ ବିଭିନ୍ନ ବାରରେ ନୂଆ ବର୍ଷ ପାଇଁ ଉତ୍ସବ ପାଳନ ହୋଇଥାଏ ।ଏହି ସମୟରେ ବାର ଓ କ୍ଲବରେ ପ୍ରବଳ ଗହଳି ହୋଇଥାଏ । ତେବେ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଆୟୋଜିତ ହୋଇଥାଏ…
Read More...

ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ; ନୂଆ ପଜିଟିଭ ୨୩୪

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । କିଛି ଦିନ ଧରି ୪୦୦ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସୀମିତ ରହୁଥିବା ବେଳେ ଆଜି ଏହା ୩୦୦ ମଧ୍ୟରେ ସୀମିତ ଥିବା ଦେଖାଯାଇଛି। ଦିନକରେ ୨୩୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୩୬, ସ୍ଥାନୀୟ…
Read More...

ନରସିଂହ ମିଶ୍ର ଅସୁସ୍ଥ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ । ସିବିଆଇ ଅଫିସ ଆଗରେ ଭାଷଣ ଦେଉଥିବା ସମୟରେ ହଠାତ ଅସୁସ୍ଥ ହୋଇପଡିଥିଲେ । ଭାଷଣ ଦେଇସାରିଲା ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରି ଛାତିକୁ ଧରି ତଳେ ବସିପଡିଲେ । ତେବେ ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି…
Read More...