Browsing Category

ପ୍ରମୁଖ ଖବର

ରାଜଧାନୀ ନିଶା କାରବାରର ନୂଆ ଠିକଣା

ଭୁବନେଶ୍ବର : ରାଜଧାନୀରେ ୨୦୨୦ ବର୍ଷରେ ରେକର୍ଡ ପରିମାଣର ନିଶାଦ୍ରବ୍ୟ ଜବତ କରାଯାଇଛି। କମିସନରେଟ ପୁଲିସ ଗତ କିଛି ବର୍ଷ ତୁଳନାରେ ସର୍ବାଧିକ ଚୋରା ଗଞ୍ଜେଇ ଓ ବ୍ରାଉନ୍‌ସୁଗର ଜବତ କରିଥିବାବେଳେ ଏସ୍‌ଟିଏଫ୍‌ ମଧ୍ୟ ରେକର୍ଡ ପରିମାଣର ବ୍ରାଉନସୁଗର ଜବତ କରିଛି।ରାଜ୍ୟର ଅନ୍ୟ କୌଣସି ସ୍ଥାନ…
Read More...

ମିନି ବସ୍‌ ଦୁର୍ଘଟଣାଗ୍ରସ୍ତ, ୩ ମୃତ

ରାଉରକେଲା : ଭାରସାମ୍ୟ ହରାଇ ରୋଡ୍ ଡିଭାଇଡରରେ ପିଟି ହୋଇ ମିନି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଉରକେଲା ବାଲୁଘାଟ ନିକଟସ୍ଥ ଜାତୀୟ ରାଜପଥ ଡ଼ାକବଙ୍ଗଳା ନିକଟରେ ଘଟିଛି ଏହି ଦୁର୍ଘଟଣା।  ଦୁର୍ଘଟଣା ପରେ ମିନି ବସ୍‌ଟି ଓଲଟି ପଡିବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…
Read More...

ଡିସେମ୍ବର ୨୮ରେ ୧୦୦ ତମ କିଷାନ ରେଳର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୮ ଅପରାହ୍ନ ୪.୩୦ ମିନିଟ ସମୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ମହାରାଷ୍ଟ୍ରର ସାଙ୍ଗୋଲା ଠାରୁ ପଶ୍ଚିମବଙ୍ଗର ଶାଲିମାର ପର୍ଯ୍ୟନ୍ତ ୧୦୦ ତମ କିଷାନ ରେଳ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ଅବସରରେ କେନ୍ଦ୍ର…
Read More...

ଥାଳି ବାଡେଇ ମୋଦୀଙ୍କ ‘ମନ୍ କି ବାତ୍’କୁ ବିରୋଧ କଲେ କୃଷକ

ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଗତ ୩୨ ଦିନ ଧରି ଆନ୍ଦୋଳନ ଚଳାଇ ଥିବା କୃଷକମାନେ ଆଜି ଥାଳି ବାଡେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି। ଭାରତୀୟ କୃଷକ ମହାସଂଘ ର ଜାତୀୟ ମୁଖପାତ୍ର ରାକେଶ ଟୀକାୟତ କହିଛନ୍ତି ଯେ…
Read More...

କଳିଯୁଗର ବାଲ୍ମିକୀ : ଛାତ୍ରନେତାରୁ ଅପରାଧ, ଟି. ତୁମ୍ବନାଥରୁ ବାବା ବୈଷ୍ଣବପୁରୀ

ପୁରୀ : ପୁଲିସ ସୁରକ୍ଷା ବଳୟ ଭେଦକରି ଗତ ୨୩ତାରିଖ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଧସେଇ ପଶିଥିବା ଲଙ୍ଗୁଳି ମଠର ବାବା ବୈଷ୍ଣବପୁରୀଙ୍କ ପ୍ରକୃତ ପରିଚୟ ଜଣାପଡିଛି। ଜଣେ ଛାତ୍ରନେତାରୁ ଅପରାଧ ଏବଂ ପରେ ବ୍ରହ୍ମପୁରରୁ ସେ ପୁରୀ ଚାଲି ଆସିଥିବା ସୂଚନା ମିଳିଛି।…
Read More...

ଡିସେମ୍ବରରେ ୩ୟ ଥର କମିଲା ସଂକ୍ରମଣ

ଦେଶରେ କେବଳ କରୋନା ରୋଗୀ ଦ୍ରୁତ ଗତିରେ ସୁସ୍ଥ ହେଉନାହାଁନ୍ତି ବରଂ ନୂଆ ସଂକ୍ରମିତ ମଧ୍ୟ ଚିହ୍ନଟ ହେଉଛନ୍ତି। ଶନିବାର ଦିନ କେବଳ ୧୮ ହଜାର ୫୭୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧ କୋଟି ୧ ଲକ୍ଷ ୮୭ ହଜାର ୮୫୦କୁ ବୃଦ୍ଧି ପାଇଛି। ସେହିପରି…
Read More...

ଉତ୍ତୀର୍ଣ୍ଣ ହେବାର ୮ ବର୍ଷ ପରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମିଳୁନି ଅରିଜିନାଲ ସାର୍ଟିଫିକେଟ୍

ଭୁବନେଶ୍ବର : ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ୮ ବର୍ଷ ପରେ ମଧ୍ୟ ଛାତ୍ରଛାତ୍ରୀ ସେମାନଙ୍କର ମୂଳ ପ୍ରମାଣପତ୍ର (ଅରିଜିନାଲ ସାର୍ଟିଫିକେଟ୍‌) ପାଇ ନାହାନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ଥିବା ୯ ଜିଲାର ସମସ୍ତ ମହାବିଦ୍ୟାଳୟର ଉଭୟ ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି)…
Read More...

ଆତ୍ମନିର୍ଭରଶୀଳ ଭାରତ ପାଇଁ ବିଶ୍ୱସ୍ଥରୀୟ ଉତ୍ପାଦ ପ୍ରସ୍ତୁତ ଉପରେ ମୋଦୀଙ୍କ ଗୁରୁତ୍ୱ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦ର ଶେଷ ରବିବାରରେ ଆଜି ନିଜ ମନର କଥା ଦେଶବାସୀଙ୍କୁ କହିଛନ୍ତି। ସେ କହିଛନ୍ତି, ଚାରି ଦିନ ପରେ ବର୍ଷ ଅତିବାହିତ ହେବାକୁ ଯାଉଛି। ଏହି ବର୍ଷ ଆମପାଇଁ ଅନେକ ଆହ୍ୱାନ ଏବଂ ସଙ୍କଟ ଦେଖାଦେଇଥିଲା କିନ୍ତୁ ଆମେ ନୂତନ ସମ୍ଭାବନା ସୃଷ୍ଟି କରିପାରିଛୁ। ସେ…
Read More...

ସ୍ମୃତିଙ୍କ ନାମରେ ସୁଟର ବର୍ତ୍ତିକାଙ୍କ ଲାଞ୍ଚ ଅଭିଯୋଗ

ଲକ୍ଷ୍ନୌ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଛନ୍ତି ଉତ୍ତରପ୍ରଦେଶର ପ୍ରତାପଗଡ ଜିଲାନିବାସୀ ଆନ୍ତର୍ଜାତୀକ ଖ୍ୟାତିସମ୍ପନ୍ନ ସୁଟର ବର୍ତ୍ତିକା ସିଂ। ସ୍ମୃତି ତାଙ୍କୁ ମହିଳା ଆୟୋଗ ସଦସ୍ୟା କରାଇବାକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ସେ ଅଭିଯୋଗ…
Read More...

ରାଜ୍ୟରୁ ଆଉ ୪ ମୁଣ୍ଡ ନେଲା ମହାମାରୀ କରୋନା

ଭୁବନେଶ୍ବର : ରାଜ୍ୟରୁ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ମୃତୁ୍ର ବରଣ କରିଥିବା ୪ ମୃତକଙ୍କୁ ମିଶାଇ ରାଜ୍ୟର ମୋଟ୍ କରୋନା ମୃତକଙ୍କ ସଂଖ୍ୟା ୧୮୬୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ମୃତ୍ୟୁବରଣ…
Read More...