Browsing Category

ପ୍ରମୁଖ ଖବର

ପରୀ ହତ୍ୟାକାଣ୍ଡ ମାମଲା : ଏସ୍ଆଇଟି ସ୍କାନରରେ ସରୋଜଙ୍କ ମା’ ଶୈଳବାଳା

ନୟାଗଡ଼ : ପରୀ ହତ୍ୟାକାଣ୍ଡ ମାମଲାରେ କଲେଜ ଛାତ୍ର ସରୋଜ ସେଠୀ ଗିରଫ ହେବା ପରେ ଏବେ ଏସଆଇଟି ସ୍କାନରରେ ଅଛନ୍ତି ତାଙ୍କ ମା’ ଶୈଳବାଳା ଓ ଭଉଣୀ। ସରୋଜ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଏକୁଟିଆ ଘଟାଇଛି କିମ୍ବା ଏଥିରେ ପରିବାର ଲୋକଙ୍କ ସମ୍ପୃକ୍ତି ରହିଛି ସେଥିନେଇ ଏସଆଇଟି ଖୋଳତାଡ଼ ଚଳାଇଛି।…
Read More...

ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ପାଞ୍ଚଦିନିଆ ଓଡ଼ିଶାଗସ୍ତ

ଭୁବନେଶ୍ବର : ଭାରତର ମୁଖ୍ୟ ମହାଲେଖାକାର (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ ୫ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି(ଶନିବାର) ଅପରାହ୍ନରେ ଆସିଛନ୍ତି। ଶ୍ରୀ ମୁର୍ମୁ ବିମାନବନ୍ଦରରେ ଅପରାହ୍ନ ପ୍ରାୟ ଗୋଟାଏରେ ପହଞ୍ଚିବା ପରେ ସେଠାରୁ ସେ ବାଲେଶ୍ବର ଅଭିମୁଖେ ଗସ୍ତ କରିଛନ୍ତି। ଆଜି ଶ୍ରୀ…
Read More...

ନୂଆ ବର୍ଷରୁ କେନ୍ଦ୍ର ସରକାର କେତେକ ନୂଆ ନିୟମ ସହ କେତୋଟି ନିୟମରେ ପରିବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ କେନ୍ଦ୍ର ସରକାର କେତୋଟି ନିୟମରେ ପରିବର୍ତ୍ତନ କରିଛନ୍ତି ଓ ଆଉ କେତେକ ନୂଆ ନିୟମ ଲାଗୁ କରିଛନ୍ତି। ସେଗୁଡ଼ିକ ହେଲା- ୧-ଚେକ୍‌ ପେମେଣ୍ଟ ସିଷ୍ଟମଜାନୁଆରୀ ପହିଲାରୁ ଚେକ୍‌ ପେମେଣ୍ଟ ସିଷ୍ଟମ ଅନ୍ତର୍ଗତ କେତେକ ନିୟମରେ ପରିବର୍ତ୍ତନ ହେବ।…
Read More...

ରାଜ୍ୟରେ ଆଉ ୩୦୩ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ହ୍ରାସ ପାଉଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୩୦୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୩୦୩ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୭୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୩୧ ଜଣ…
Read More...

ଦୀର୍ଘ ୯ ମାସ ପରେ ଖୋଲିଲା ଶ୍ରୀ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର : ଦୀର୍ଘ ୯ ମାସର ପ୍ରତୀକ୍ଷା ପରେ ଆଜି ଖୋଲିଛି ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। କୋଭିଡ କଟକଣା ମଧ୍ୟରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ଓ ସେବାୟତ ପରିବାରକୁ କୋଭିଡ-୧୯ ସୁରକ୍ଷା ମାର୍ଗ ଦର୍ଶୀକା ଅନୁସାରେ…
Read More...

ଘରେ ଲାଗିଗଲା ନିଆଁ, ମା’ ଓ ୩ ଶିଶୁ ଜୀବନ୍ତ ଦଗ୍ଧ

ଘରେ ନିଆଁ ଲାଗି ଜଣେ ମହିଳା ଏବଂ ତାଙ୍କର ୩ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଶନିବାର ସକାଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ବାନ୍ଦା ଅଞ୍ଚଳରେ। ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ଘରଠୁ ଅଳ୍ପ ଦୂରରେ ଲଗାଯାଇଥିବା ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା…
Read More...

ତିହାର ଜେଲରୁ ହତ୍ୟା ଅଭିଯୁକ୍ତଙ୍କୁ ଅପହରଣ

ନୂଆଦିଲ୍ଲୀ: ଜେଲ ପରିସରରୁ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଅପହରଣ କରାଯାଇଛି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଦେଶର ତିହାର ଜେଲରେ। କଡ଼ା ସୁରକ୍ଷା ବଳୟ ଭିତରେ ରହୁଥିବା ଦେଶର ଏହି ପ୍ରମୁଖ ଜେଲରୁ ଅଭିଯୁକ୍ତଙ୍କୁ ଅପହରଣ କରି ନିଆଯିବା ଘଟଣା ଏବେ ପୁଲିସର କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି…
Read More...

ବନ୍ଧରେ ବୁଡ଼ି ଚଳଚ୍ଚିତ୍ର ଅଭିନେତାଙ୍କ ମୃତ୍ୟୁ

ତିରୁଅନନ୍ତପୁରମ: ବନ୍ଧରେ ବୁଡ଼ି ଯିବାରୁ ମାଲାୟାଲମ ଫିଲ୍ମ ଜଗତର ଜଣାଶୁଣା ଅଭିନେତା ଅନୀଲ ନେଦୁମଙ୍ଗଦଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା। ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ଅନୀଲ ତାଙ୍କ ସାଙ୍ଗମାନଙ୍କ ସହ ବନ୍ଧକୁ ଗାଧୋଇବାକୁ ଯାଇଥିଲା। ତେବେ…
Read More...

ବାହାଘରର ୩ ମାସ ପରେ ଜ୍ୱାଇଁଙ୍କୁ ମାରିଦେଲେ ଶ୍ୱଶୁର ଘର ଲୋକ

କୋଚି : ନିଜ ଝିଅ ମଥାର ସିନ୍ଦୂର ପୋଛି ଦେଇଛନ୍ତି ପରିବାର ଲୋକ। ବାହାଘରର ୩ ମାସ ପରେ ଝିଅର ସ୍ୱାମୀଙ୍କୁ ତାଙ୍କରି ପରିବାର ଲୋକ ମାଡ଼ ମାରି ହତ୍ୟା କରିଛନ୍ତି। କେରଳର ପାଲାକ୍କଡ ଜିଲ୍ଲାରେ ଶ୍ୱଶୁର ଘର ଲୋକଙ୍କ ଆକ୍ରମଣରେ ଜ୍ୱାଇଁଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ…
Read More...

ଜାମ୍ମୁ-କାଶ୍ମୀର୍‍ ଅଧିବାସୀଙ୍କ ପାଇଁ ଆୟୁଷ୍ମାନ୍‍ ଭାରତ ପିଏମ୍‍-ଜୟ ସେହତ୍‍ ସ୍ୱାସ୍ଥ୍ୟସେବା ଯୋଜନାର ଶୁଭାରମ୍ଭ କଲେ…

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର୍‍ର ସମସ୍ତ ଅଧିବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ୍‍ ଭାରତ ପିଏମ୍‍-ଜୟ ସେହତ୍‍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା…
Read More...